ସୁଧାର ଗୃହରୁ ନିଖୋଜ ଘଟଣାରେ ୨ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାରିପଦା

ବାଲିପଦାର ସୁଧାର ଗୃହରୁ ଗତ ୧ତାରିଖ ଦିନ ଜଣେ ନାବାଳିକା ଓ ଅନ୍ୟଜଣେ ଯୁବତୀ ନିଖୋଜ ହୋଇଥିଲେ । ସୁଧାର ଗୃହର ଅଧିକ୍ଷକ ବିଦୁ୍ୟତ୍ପ୍ରଭା ନାୟକ ଏ ସଂକ୍ରାନ୍ତରେ ଟାଉନ ଥାନାରେ ଏତଲା ଦାଏର କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ବାରିପଦାର ଶୂନଗଡ଼ିଆ ସାହିର ପପୁମୁଖି ଓ ବିନୋଦ ସିଂଙ୍କୁ ଗିରଫ କରିଛି । ପପୁ ଓ ବିନୋଦ ବାଇକରେ ନିଖୋଜ ଯୁବତୀଙ୍କୁ ବସାଇ ଖସି ପଲାଉଥିଲେ । ଦୁଇଜଣଙ୍କ ବିରୁଦ୍ଧରେ ଅପହରଣ ମାମଲା ରୁଜୁ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*