ଲୋକସଭା ନିର୍ବାଚନ ପଞ୍ଜାବରେ ୧୦ଟିରେ ଅକାଳୀ, ୩ଟିରେ ଲଢିବ ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ପଞ୍ଜାବରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଭାଜପା ଏବଂ ଅକାଳୀ ଶିରୋମଣି ଦଳ ମଧ୍ୟରେ ଆସନ ବୁଝାମଣଶ ଚୂଡାନ୍ତ ହୋଇଯାଇଛି । ଭାଜପା ଅଧ୍ୟକ୍ଷ ଅମିତ ଶାହା ଏବାବଦରେ ଘୋଷଣା କରି ଆଗାମୀ ନିର୍ବାଚନରେ ଅକାଳୀ ୧୦ଟି ଏବଂ ଭାଜପା ୩ଟି ଆସନରେ ଲଢିବ ବୋଲି କହିଛନ୍ତି । ୨୦୧୪ରେ ମଧ୍ୟ ଦୁଇ ଦଳ ଏକାଠି ଏବଂ ସମାନସଂଖ୍ୟକ ଆସନରେ ସାଧାରଣ ନିର୍ବାଚନ ଲଢିଥିଲେ । ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ସହ ଏକ ବୈଠକ ପରେ ଶାହା ଉକ୍ତ ସୂଚନା ଟ୍ୱିଟର ମାଧ୍ୟମରେ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*