ବେଲଜିୟମ ଗସ୍ତରେ ଭାରତ ଅପରାଜୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭୁବନେଶ୍ୱର ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ପ୍ରସ୍ତୁତି ସକାଶେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ୍‌ ଗସ୍ତରେ ଯାଇଛି । ବଡ ଉପଲବ୍ଧି ହେଉଛି ପୁରା ଗସ୍ତରେ ଭାରତ ରହିପାରିଛି ଅପରାଜୟ । ଗୁରୁବାର ଦିନ ଭାରତ ବେଲଜିୟମ୍‌ ବିପକ୍ଷରେ ୫-୧ର ପୁଣି ଏକ ଚମକପ୍ରଦ ବିଜୟ ପାଇଛି । ସିମରଣଜିତ୍‌ ସିଂହ ୭, ଲଳିତ କୁମାର ଉପାଧ୍ୟାୟ ୩୫, ବିବେକ ସାଗର ପ୍ରସାଦ ୩୬, ହରମନପ୍ରୀତ ସିଂହ ୪୨ ଏବଂ ରଣମଦୀପ ସିଂହ ୪୩ତମ ମିନିଟରେ ଭାରତ ପକ୍ଷରୁ ଗୋଲ କରିଥିଲେ । ଏହି ଗସ୍ତରେ ବେଲଜିୟମ ବିପକ୍ଷରେ ୩ ବିଜୟ ସହ ସ୍ପେନ ବିପକ୍ଷରେ ମଧ୍ୟ ଦୁଇଟି ବିଜୟ ପାଇଛି ଭାରତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*