ବିଶ୍ୱ ହାଫ୍‌ ମାରାଥନ୍‌ ରେକର୍ଡ ଭଙ୍ଗ କଲେ ଜେଫ୍ରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋପେନ୍‌ହାଗାନ୍‌

ରବିବାର ଦିନ ଏଠାରେ ଅନୁଷ୍ଠିତ ହୋଇଛି କୋପେନ୍‌ହାଗାନ୍‌ ହାଫ୍‌ ମାରାଥନ୍‌ । କେନିଆର ଜେଫ୍ରି ଏହାକୁ ଜିତିବା ସହ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ୨୬ ବର୍ଷିୟ ଜେଫ୍ରି ୫୮ ମିନିଟ ୦୧ ସେକେନ୍ଦର ସମୟ ନେଇ ଏହି ଦୌଡ଼ ପୂର୍ଣ୍ଣ କରିଥିଲେ । ୧୭ ସେକେନ୍ଦ ପୂର୍ବ ରେକର୍ଡ ଅନୁସାରେ କମ୍‌ ଟାଇମିଂ କରି ସେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି । ପୂର୍ବରୁ ତାଙ୍କରି ଦେଶର ଆବ୍ରାହମ୍‌ ଭାଲେନସିଆ ଠାରେ ୫୮ ମିନିଟ୍‌ ୧୮ ସେକେନ୍ଦର ସମୟ ନେଇ ହାଫ୍‌ ମାରାଥନ୍‌ ଜିତିଥିଲେ । ଏକାଧିକ ଖେଳାଳିଙ୍କ ଗ୍ରୁପ୍‌ରୁ ନିଜକୁ ବାହାର କରି ଶେଷ ୧୧ କିଲୋମିଟର ପ୍ରବଳ ବର୍ଷା ଭିତରେ ଏକା ଏକା ଦୌଡ଼ି ଯାଇଥିଲେ ଜେଫ୍ରି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*