ବିଧାୟକ ଅତନୁ ଦାନ କଲେ ୩ ମାସର ଦରମା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ମହାକାଳପଡ଼ା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାହାମାରୀ କରୋନା ପାଇଁ ସୋମବାର ତାଙ୍କର ୩ମାସର ଦରମା ରିଲିଫ ପାଣ୍ଠିକୁ ଦାନ କରିଥିଲେ । ବିଧାୟକ ଓ ସାସଂଦ ମାନେ ସହୃଦୟତାର ସହିତ ତାଙ୍କର ନିଜ ଦରମା ଦାନକରିବାକୁ ଅପିଲ କରିଥିଲେ । ମଙ୍ଗଳବାର ମହାକାଳପଡା ବିଧାକ ଅତନୁ ସବ୍ୟସାଚୀ ନାୟକ ତାଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ସେ ୧ଲକ୍ଷ ୫ହଜାର ଟଙ୍କା ପ୍ରଦାନ କରିଥିବା ଜଣାପିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*