ବାସନ୍ଦ ହେଲେ ବକ୍ସର ନୀରଜ ପୋଗତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତ ପାଇଁ ଆର୍ନ୍ତଜାତିକ ସ୍ତରରେ ମେଡ଼ାଲ ଜିତିଥିବା ମହିଳା ବକ୍ସର ନୀରଜ ପୋଗତ ଡୋଭ ଟେଷ୍ଟରେ ବିଫଳ ହେବା କାରଣରୁ ବାସନ୍ଦ ହୋଇଛନ୍ତି । ତାଙ୍କୁ ସାମୟିକ ଭାବେ କରାଯାଇଛି ବାସନ୍ଦ । ହରିଆନାର ଏହି ବକ୍ସରଙ୍କ ମୂତ୍ର ସାମ୍ପଲ ପଜେଟିଭ୍‌ ବାହାରିବାରୁ ତାଙ୍କୁ ବାସନ୍ଦ କରାଯାଇଛି । ନିକଟରେ ଋଷିଆ ଏବଂ ବୁଲଗେରିଆରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ମେଡ଼ାଲ ଜିତିଥିଲେ । ଟୋକିଓ ଠାରେ ତାଙ୍କର ମେଡ଼ାଲ ଜିତିବାର ସମ୍ଭାବନା ଯଥେଷ୍ଟ ଥିବାର କୁହାଯାଉଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*