ବାବୁରାମଙ୍କୁ ସରକାରୀ ସହାୟତା ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ତିହିଡି

ତିହିଡ ବ୍ଲକ ଗୁଆମାଳ ପଞ୍ଚାୟତ ନୂଆଶାସନ ଗ୍ରାମର ବାବୁରାମ ଜେନା ଦୀର୍ଘ ବର୍ଷ ଧରି ନିଜର ମେରୁଦନ୍ଦ ଭାଙ୍ଗି ଯାଇଥିବା ନେଇ କଟକରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାରେ ଧନ ସମ୍ପତ୍ତି ସବୁ ହରାଇ ସାରିଲେଣି । ଗ୍ରାମର ସମସ୍ତ ଲୋକ ନିଜର ଶକ୍ତି ମୁତାବକ ସହାୟତା କରିବା ସହ ଗ୍ରାମର ଗଦାଧର ସୁଆର, ବୁନୁ ବେହେରା, ତରୁଣ ପନ୍ଦାଙ୍କ ସମେତ ସରପଞ୍ଚ ପ୍ରଦୀପ କୁମାର ପନ୍ଦା ନିଜର ସହାୟତା ପ୍ରଦାନ କରିଛନ୍ତି । ବାବୁରାମ ନିଜର ଦୁଇ କୋମଳ ଶିଶୁ ପୁତ୍ର ସହ ପତ୍ନୀକୁ ନେଇ ବହୁ କଷ୍ଟରେ ଜୀବନଯାପନ କରୁଥିବାବେଳେ ବାବୁରାମର ପରିବାରଙ୍କୁ ସରକାରୀ ସହାୟତା ଯୋଗାଇବାକୁ ସାଧାରଣରେ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*