ପାଚେରି ଓ ପାଣି ବିନା ଚାଲିଛି ଅଙ୍ଗନୱାଡ଼ି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ମୋରଡ଼ା ଆଇସିଡିଏସ ଅଧିନରେ ପରିଚାଳିତ ମାଜଣା ଅଙ୍ଗନୱାଡି କେନ୍ଦ୍ର । ଏହି କେନ୍ଦ୍ରରେ ୨୦ ଜଣ ପିଲାଙ୍କ ମଧ୍ୟରେ ୨ ଜଣ ଭିନ୍ନକ୍ଷମ ଅଛନ୍ତି । କେନ୍ଦ୍ର ଅଧିନରେ ଜଣେ ପୁଷ୍ଟିହୀନ ଶିଶୁ ଥିଲେ ମଧ୍ୟ ସ୍ୱତନ୍ତ୍ର ଯତ୍ନ ନାହିଁ । କର୍ମୀ ବାସୀ ମାର୍ନ୍ଦି ଓ ହେଲପର ଦୁଲାରି ମାର୍ନ୍ଦି କେନ୍ଦ୍ରକୁ ଉତ୍ତମ ପରିଚାଳନା କରୁଥିଲେ ମଧ୍ୟ ଅସମ୍ପୂର୍ଣ୍ଣ ପାଚେରି ଶିଶୁ ଓ କେନ୍ଦ୍ର ପାଇଁ ବିପଦର କାରଣ ହୋଇଛି । ପାଣି ସୁବିଧା ନଥିବାରୁ ନାହିଁ ନଥିବା ଅସୁବିଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏସସବୁ ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଛି । ଯଥାଶୀଘ୍ର ପୂରଣ ହେବ ବୋଲି କହିଥିଲେ ଆଇସିଡିଏସର ଏସଏ ଜ୍ୟୋସ୍ନା ମହାନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*