ଏସିଆନ୍‌ ଜୁନିୟର ବକ୍ସିଂ: ଭାରତକୁ ୨୧ ମେଡାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ୟୁଏଇର ଫୁଜାରିଆ ଠାରେ ଅନୁଷ୍ଠିତ ଏସିଆନ୍‌ ଜୁନିୟର ବକ୍ସିଂ ପ୍ରତିଯୋଗିତାରେ ଭାରତୀୟ ଦଳକୁ ବଡ଼ ସଫଳତା ମିଳିଛି । ସେମାନେ ମୋଟ୍‌ ୨୧ଟି ମେଡାଲ ଜିତିଛନ୍ତି । ବାଳିକା ଦଳ ୧୩ ଏବଂ ବାଳକ ଦଳ ୮ଟି ମେଡାଲ ଜିତିବାକୁ ସକ୍ଷମ ହୋଇଛନ୍ତି । ବାଳିକା ବର୍ଗରେ ଭାରତ ୪ ସ୍ୱର୍ଣ୍ଣ ୬ ରୌପ୍ୟ ଓ ୩ ବ୍ରୋଞ୍ଜ ଜିତିଥିଲା ବେଳେ ବାଳକ ବର୍ଗରେ ୨ ସ୍ୱର୍ଣ୍ଣ ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ଜିତିପାରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*