ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ଆଣିଲା ବିଜେପି April 28, 2024 Nirvay ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୁଦ୍ଧରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନର ଗୁରୁତର ଅଭିଯୋଗ ଆଣିଲା ବିଜେପି । ବିଜେଡି ନେତା ଭି କ ପାଣ୍ଡିଆନ ବିଳମ୍ବିତ ରାତିରେ ପୁରୀ ଗ୍ରସ୍ତବେଳେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭିନୀଲ କୃଷ୍ଣ ଉପସ୍ଥିତ…
ରାଜନୀତି ରାଜ୍ୟ ଓଡ଼ିଶାକୁ ଚଳାଉଛନ୍ତି ପାଣ୍ଡିଆନ : ରାହୁଲ ଗାନ୍ଧୀ April 28, 2024 Nirvay ସାଲେପୁର କୁଳିଆରୁ ବିଶ୍ୱଭୂଷଣ ମିଶ୍ର / ରମେଶ ଜେନା, ତାପମାତ୍ରା ୪୪ଂ ଉପରେ । ଏହା ରୋକିପାରି ନଥିଲା ଲୋକଙ୍କ ଉତ୍ସାହ ଓ ଆଗ୍ରହକୁ । ସମସ୍ତେ ଅପେକ୍ଷା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ’ଣ କହିବେ? ଆଉ ରାହୁଲ…
ରାଜନୀତି ରାଜ୍ୟ ଆସିଲା ନୂଆ ପ୍ରାର୍ଥୀ ତାଲିକା; ବିଜେପି ୮; ବିଜେଡି ୩ April 27, 2024 Nirvay ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଉ ୮ଟି ପ୍ରାର୍ଥୀ ଘୋଷଣା କଲା ବିଜେପି । ସାଲେପୁରରୁ ଅରିନ୍ଦମ ରାୟ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି ଦଳ । ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ…
ରାଜ୍ୟ ଫୋଟକା ପରେ ଚେତିଲା ପୁରୀ ପ୍ରଶାସନ April 27, 2024 Nirvay ପୁରୀ, ଭଗବାନଙ୍କ ଦର୍ଶନ ଖୁସି ଓ ଶାନ୍ତ ମନରେ ହେବା କଥା ହେଲେ କାଳିଆ ଭକ୍ତଙ୍କ କଷ୍ଟ ନ କହିବା ଭଲ । ଦିନକୁ ଦିନ ଖରାର ପ୍ରକୋପ ବଢିବା ଯୋଗୁଁ କଲବଲ ହେଉଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ…
ରାଜନୀତି ରାଜ୍ୟ ପଦ୍ମପୁର ଜିଲ୍ଲା କରାଇଦେଲେନି ଟୁକୁନି April 27, 2024 Nirvay ନିର୍ଭୟ ମିଡିଆ : ବରଗଡ଼, ନିଜ ଆସନ ପାଇଁ ବାହାଦୁରୀ ଦେଖାଇବାକୁ ଯାଇ ମନ୍ତ୍ରୀ ଟୁକୁନି ସାହୁ ବରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳକୁ ଖୁବ ଅଡୁଆ ଭିତରକୁ ଠେଲିଦେଲେ । ବିଶେଷତଃ ପଦ୍ମପୁରରେ ପ୍ରାର୍ଥୀ ବର୍ଷା ବରିହାଙ୍କୁ ଠେଲିଦେଲେ ପରାଜୟ…
ରାଜନୀତି ରାଜ୍ୟ ୫ଟି ଲୋକସଭା ଆସନ ପାଇଁ ପ୍ରଭାରୀ ହେଲେ ବିପ୍ଳବ ଦେବ April 27, 2024 Nirvay ନିର୍ଭୟ ମିଡିଆ : ଭୁବନେଶ୍ୱର, ଓଡ଼ିଶାକୁ ଏଥର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନେତୃତ୍ୱ କେତେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ତାହାର ପ୍ରଥମ ଝଲକ ସୋନପୁରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଜନସଭାରୁ ଦେଖିବାକୁ ମିଳିଥିଲା । କିନ୍ତୁ ଭାଷଣ…
ଦେଶ ରାଜନୀତି କାହିଁକି ଏହା କହିଲେ ମୋଦୀ : ‘ମୋର ପରବର୍ତ୍ତୀ ଜନ୍ମ ବୋଧହୁଏ ପଶ୍ଚିମବଙ୍ଗରେ ହେବ’ April 26, 2024 Nirvay ଏଜେନ୍ସୀ : ପଶ୍ଚିମବଙ୍ଗ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋତେ ଲାଗୁଛି ମୋର ପୂର୍ବ ଜନ୍ମ ପଶ୍ଚିମବଙ୍ଗରେ ହୋଇଥିଲା କିମ୍ବା ପରବର୍ତ୍ତୀ ଜନ୍ମ…
ଦେଶ ଇଭିଏମକୁ ସୁପ୍ରିମ କ୍ଳିନଚିଟ୍ April 26, 2024 Nirvay ଏଜେନ୍ସୀ : ନୂଆଦିଲ୍ଲୀ, ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏହା ସ୍ପଷ୍ଟ କରିଛନ୍ତି ଯେ ଭୋଟ ଗ୍ରହଣ ଅର୍ଥାତ ମତଦାନ ଇଭିଏମ ମେସିନ ଦ୍ୱାରା ହିଁ ହେବ । ଏଥିସହ ଇଭିଏମ-ଭିଭିପାଟକୁ ୧୦୦% କ୍ରସ ଚେକିଂ କରାଯାଇପାରିବ ନାହିଁ ।…
ତାଜା ଖବର ଦେଶ ରାଜନୀତି ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ହେଭିୱେଟ ନେତାଙ୍କର ହେବ ଭାଗ୍ୟପରୀକ୍ଷା । April 26, 2024 Nirvay ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ ।…
ରାଜନୀତି ରାଜ୍ୟ ନବୀନ ସରକାରର ଧୁଲେଇ କଲେ ଶାହା April 25, 2024 Nirvay ନିର୍ଭୟ ମିଡିଆ : ସୋନପୁର ରାଜ୍ୟରେ ପ୍ରଥମ ନିର୍ବାଚନୀ ସଭାରେ ନବୀନ ସରକାରଙ୍କୁ ଧୁଲେଇ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ନବୀନ ସରକାରଙ୍କୁ ଓପାଡି ଫିଙ୍ଗିବା ସହ ଏଠାର ଡବଲ ଇଞ୍ଜିନ ସରକାର ପାଇଁ ଦେଇଛନ୍ତି ଆହ୍ୱ।ନ ।…