Month: January 2024

ମଝି ଚିଲିକାରେ ଫସିଲା ଡଙ୍ଗା; ପଢନ୍ତୁ ପୁରା ଖବର

ବ୍ରହ୍ମଗିରି: ମଝି ଚିଲିକା ଫସିଲା ଡଙ୍ଗା ।ସୂଚନା ଅନୁଯାୟୀ ଯାତ୍ରୀ ବାହି ଡଙ୍ଗାର ମେସିନ ଖରାପ ଯୋଗୁ ଫସି ରହିଥିଲା।ଡଙ୍ଗାରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବାବେଳେ ୧୦ଟି ବାଇକ୍ ଥିବା ଜଣାପଡିଛି। ଖବର ଅନୁଯାୟୀ, ଆଜି ସକାଳ ୧୦.୩୦ ମିନିଟ୍‌ରେ…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତମାନ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ସୂଚନା ଅନୁଯାୟୀ ମୃତକଙ୍କ ଏବେ ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ। ଏବେ ବି ଆଉ ୨ ଜଣ…

ଦେଶରେ ବଢ଼ୁଛି JN-1 ମାମଲା, ଜାଣନ୍ତୁ ପୁରା ଖବର

ନୂଆଦିଲ୍ଲୀ:ଦେଶରେ କୋଭିଡ -୧୯ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ଏହା ସହିତ, କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ JN-1 ସଂକ୍ରମଣର ମାମଲା ମଧ୍ୟ ବୃଦ୍ଧି ପାଉଛି । ଆଜି JN-1 ମାମଲାର ମୋଟ ସଂଖ୍ୟା ୧୯୬ ରେ ପହଞ୍ଚିଛି । INSACOG ତଥ୍ୟ…

ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା: ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସି.ବି.ଆଇ. ତଦନ୍ତ ସମ୍ବନ୍ଧୀୟ ସ୍ପଷ୍ଟୀକରଣ ମାଗିଛନ୍ତି । ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଥିବା ଏହି ସମ୍ବନ୍ଧରେ ଏକ ମାମଲାର ଶୁଣାଣି କରି କୋର୍ଟ ରାଜ୍ୟ ସରକାରଙ୍କୁ…

ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ…

ବିମାନ ଅବତରଣ ବେଳେ ଘଟିଲା ଅଘଟଣ, ରନୱେରେ ଜଳିଗଲା ବିମାନ

ନୂଆଦିଲ୍ଲୀ: ଜାପାନରେ ଏକ ବିମାନ ଅବତରଣ କରୁଥିବାବେଳେ ଏଥିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଫଳରେ ବିମାନ ସଂପୂର୍ଣ୍ଣ ପୋଡ଼ିଯାଇଛି। ସୂଚନା ଅନୁଯାୟୀ, ଟୋକିଓ ଏୟାରପୋର୍ଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ତେବେ କେଉଁ କାରଣରୁ ବିମାନରେ ନିଆଁ ଲାଗିଥିଲା…

ରାଉରକେଲା ହଇଜା ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ରାଉରକେଲା: ନିକଟରେ ରାଉରକେଲାରେ ବ୍ୟାପିଥିଲା ହଇଜା । ୱାଟକୋ ଲୋକଙ୍କୁ ଯୋଗାଉଥିବା ଗୋଳିଆ ସହ ଦୂଷିତ ପାଣି ଯୋଗୁଁ ପ୍ରଥମେ ଝାଡାବାନ୍ତି ପରେ ଏହା ହଇଜାର ରୂପ ନେଇଥିଲା । ଆଉ ହଇଜାରେ ସରକାରୀ ସ୍ତରରେ ୬ ଜଣଙ୍କର ଜୀବନ ଯାଇଛି…

ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ଶିଶୁକନ୍ୟାର ମିଳିଲା ପରିଚୟ

ସମ୍ୱଲପୁର: ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ଶିଶୁକନ୍ୟାର ଠାବ ହେଲେ ମାଆ ଓ ବାପା । ପୋଲିସ ମାଆକୁ ଠାବ କରିବା ପରେ କଟକ ବଡ ମେଡିକାଲ ପଠାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି । ତେବେ ଡିଏନଏ ରିପୋର୍ଟ…

କୋଭିଡ୍ ଅପଡେଟ: ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ

ଦେଶ ସହ ଦୁନିଆର ଅନେକ ସ୍ଥାନରେ କରୋନା ସଂକ୍ରମଣ ବଢ଼ିଥିବାରେ ଦେଖାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି…

ଭୁଶୁଡିଛି ବ୍ୟବସ୍ଥା ଓ ତାଲିମ : ଅନଲାଇନରେ ମିଳିବେ କି ଅସଲ ପ୍ରତିଭା?

ବିରାଟ ବିରାଟ ଭିତ୍ତିଭୂମି ଓ ଚକମକ ଆଡମ୍ବରରୁ ସୃଷ୍ଟି ହୁଅନ୍ତି ନାହିଁ ପ୍ରତିଭାମାନେ । ଆମର ବିରାଟ ବିରାଟ କ୍ରୀଡ଼ା ଭିତ୍ତିଭୂମି ଯଦି ଆମ ଘରର (ରାଜ୍ୟର) ଗୁଣାତ୍ମକ ଖେଳାଳି ସୃଷ୍ଟିରେ ସହାୟକ ନହେଲା, ତା’ ହେଲେ ଏସବୁର ମୂଲ୍ୟ କଣ…