Day: 8 January 2024

ମାଲକାନଗିରି ବିମାନ ବନ୍ଦରର ପ୍ରଥମ ପରୀକ୍ଷଣ ହେଲା ସଫଳ

ମାଲକାନଗିରି :ବାଣିଜ୍ୟିକ ଉଡ଼ାଣ ପୂର୍ବରୁ ପ୍ରଥମ ପରୀକ୍ଷଣ ବିମାନ ମାଲକାନଗିରି ବିମାନ ବନ୍ଦରରେ ସଫଳତାର ସହ ଅବତରଣ କରିଛି। ମାଲକାନଗିରିକୁ ବିମାନ ଯୋଗାଯୋଗ ବିକାଶର ଏକ ନୂତନ ଯୁଗଆରମ୍ଭ କରିବ, ବ୍ୟବସାୟ ଏବଂ ପର୍ଯ୍ୟଟନର ବାଟ ଖୋଲିବ ଏବଂ ଏହି ଅଞ୍ଚଳର…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ମହୁଲପାଲିରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେଠାରେ ଯୋଗଦାନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି,”ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିରେ…

ହାଇଟେକ୍‌ ହସ୍‌ପିଟାଲ୍ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି

ଭୁବନେଶ୍ଵର: ହାଇଟେକ୍ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗରେ ଘେରିଲା ବିଜେପି । ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ୨୦ ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିଲେ ହସ୍ପିଟାଲରେ ଚିକିତ୍ସା ସୁବିଧା ନାହିଁ ବୋଲି ବିଜେପି ମୁଖପାତ୍ର ଅନୀଲ…

ପ୍ରଦୂଷଣ: ଦିଲ୍ଲୀକୁ ଟପିଲା ବାଲେଶ୍ଵର

ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା। ଭୁବନେଶ୍ୱର, କଟକ,ବାରିପଦା, ବାଲେଶ୍ୱର ଓ କେନ୍ଦୁଝର ଆଦି ସ୍ଥାନରେ ୩ ଶହ ପାର କରିଛି ଇଣ୍ଡେକ୍ସ। ୬ ଟିସହରରେ AIR QUALITY INDEX ବା AQI ୩ ଶହ ପାର କରିଛି। ସେଥିମଧ୍ୟରୁ…

ହାଇଟେକ୍ ବିସ୍ଫୋରଣ ଘଟଣା; ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼

ଭୁବନେଶ୍ୱର: ଆଜି ଅପରାହ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଘରୋଇ ମେଡିକାଲ ବ୍ଲାଷ୍ଟ ଘଟଣାରେ ଏହି ବିରୋଧ ହୋଇଛି। ସୂଚନା ଅନୁଯାୟୀ ଅଣ୍ଡା ମାଡ଼ ସହ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ।ଛାତ୍ର…