Day: 11 January 2024

ହାଇଟେକ୍ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଶ୍ରମ ଆୟୋଗ

ଭୁବନେଶ୍ୱର ହାଇ-ଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏସି କମ୍ପ୍ରେସର ବିସ୍ଫୋରଣରେ ଘଟିଥିବା ଦୁଖଦ ଘଟଣାର ଆଜି ଶ୍ରମ ଆୟୋଗ ତଦନ୍ତ ଆରମ୍ଭ କରିଛି ଯେଉଁଥିରେ ଗୁରୁତର ଭାବେ ପୋଡି ଯାଇଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି।…

ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା; ମୃତ ଦେହ ଉଦ୍ଧାର

ବାଲେଶ୍ବର : ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ସ୍ଥିତ ସରକାରୀ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ଅଫିସ୍ ଆସି ମାତ୍ର କିଛି ସମୟ କାର୍ଯ୍ୟ କରିଥିଲେ…

ଅସହାୟ ବ୍ୟକ୍ତିଙ୍କ ସାହା ହେଲେ ରାଜ୍ୟପାଳ ରଘୁବର ଦାସ

ଗଞ୍ଜାମ: ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । କେନ୍ଦ୍ର ଓ ରାଜ୍ୟ ଯୋଜନା ଲୋକଙ୍କ ପାଖେ ପହଞ୍ଚୁଛି କି ନା ତାର ତଦାରଖ ବି କରୁଛନ୍ତି । ନିକଟରେ ରାଜ୍ୟପାଳ ତାଙ୍କର ଦୁଇ ଦିନିଆ ଗଞ୍ଜାମ…

ଅର୍ପଣ ରଥ ପରିକ୍ରମାକୁ ନେଇ ବିବାଦ

କେନ୍ଦୁଝର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ହେଲେ ଏହି ଅର୍ପଣ ରଥ ପରିକ୍ରମାକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି । ନିକଟରେ ଇସ୍ତଫା ଦେଇଛନ୍ତି ୨୨ ସରପଞ୍ଚ।…

ବିଜୁ ଜନତା ଦଳରେ ସାଂସ୍କୃତିକ ନିଯୁକ୍ତି, ପଢ଼ନ୍ତୁ ସଂପୂର୍ଣ୍ଣ ଖବର

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଅଧିକ ସକ୍ରିୟ କରିବା ପାଇଁ ସାଂସ୍କୃତିକ ବିଭାଗରେ ଡକ୍ଟର ଅମର ପଟ୍ଟନାୟକ(ମୁଖ୍ୟ ଉପଦେଷ୍ଟା) ପ୍ରଫୁଲ୍ଲ କୁମାର ସାମଲ(ବରିଷ୍ଠ ଉପଦେଷ୍ଟା), ଦେବୀ ପ୍ରସାଦ ମିଶ୍ର(ବରିଷ୍ଠ ଉପଦେଷ୍ଟା),…

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି…

ପାଣ୍ଡିଆନଙ୍କ ବଲାଙ୍ଗୀର ଗସ୍ତକୁ ବିରୋଧ

ବଲାଙ୍ଗୀର: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବଲାଙ୍ଗୀର ଗସ୍ତକୁ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ଆଜି ବିରୋଧ କରିଛନ୍ତି। ରାଜେନ୍ଦ୍ର କଲେଜ ଛକରେ ଏହି ପ୍ରତିବାଦ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ରାଜେନ୍ଦ୍ର କଲେଜରେ ଅଧ୍ୟାପକ ନଥିବାବେଳେ ରାଜ୍ୟ…