Day: 23 January 2024

ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ । ବୁଧବାର (ଜାନୁଆରୀ ୨୪) କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି ।…

ଡାକ୍ଟରଖାନାରେ ରକ୍ତ ପହଞ୍ଚାଇଲା ଡ୍ରୋନ

ଭୁବନେଶ୍ୱର: ରୋଗୀଙ୍କ ଆବଶ୍ୟକତା ଅନୁସାରେ ସବୁ ଡାକ୍ତରଖାନାରେ ରକ୍ତ ଉପଲବ୍ଧ ହୋଇପାରୁ ନଥିବାରୁ ଭୁବନେଶ୍ବର ଏମ୍ସ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି। ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ସେବା…

ଲୋକସଭା ନିର୍ବାଚନ ତାରିଖକୁ ନେଇ ଚର୍ଚ୍ଚାରେ ଏହି ଭାଇରାଲ ଲେଟର

ଭୁବନେଶ୍ୱର: ଭାଇରାଲ୍ ହେବାରେ ଲାଗିଛି ଲୋକସଭା ନିର୍ବାଚନ ତାରିଖ।କିଛି ଦିନ ହେବ ଭାଇରାଲ ଲେଟରରେ ଆକଳନ କରାଯାଇଥିଲା ଯେ ଏପ୍ରିଲ ୧୬ ରେ ହୋଇଥାନ୍ତା ଲୋକସଭା ନିର୍ବାଚନ। କିନ୍ତୁ ଆଜି ଚିଫ ଇଲେକ୍ଟିରାଲ ଅଫିସ ତରଫରୁ ନିର୍ବାଚନର ପ୍ରକୃତ କାର୍ଯ୍ୟସୂଚୀ ଉପରେ…

ବିଜଦ ପୋଷ୍ଟରରୁ ବିଜୁ ଆଉଟ, ପାଣ୍ଡିଆନ ଇନ୍

ନିର୍ଭୟ ମିଡିଆ : ଭୁବନେଶ୍ୱର ଆସନ୍ତା ୨୯ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଫେବୃଆରୀରେ ଭାରତ ଜୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସର ନିର୍ବାଚନୀ ଆଭିମୁଖ୍ୟ କ’ଣ ହେବ…

ଶିକ୍ଷକ ନିଯୁକ୍ତିକୁ ନେଇ ମନ୍ତ୍ରୀଙ୍କ ଘରକୁ ଅଣ୍ଡା, ଟମାଟୋ ମାଡ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା, ଟମାଟୋ ମାଡ କଲା ଛାତ୍ର କଂଗ୍ରେସ । କନିଷ୍ଠ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରତିବାଦର ଅଣ୍ଡା, ଟମାଟୋ ମାଡ । ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ସହ ଘଟଣାର ନ୍ୟାୟିକ ତଦନ୍ତ ଦାବି ।…

ରାମଲଲାଙ୍କ ପାଇଁ ୧୧କୋଟି ଟଙ୍କାର ମୁକୁଟ ଦାନ କରିଛନ୍ତି ହୀରା ବ୍ୟବସାୟୀ

ଅଯୋଧ୍ୟା: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଲାଗି କୋଟି କୋଟି ଟଙ୍କାର ଦାନ ମିଳୁଛି। ଗୁଜରାଟ ସୁରଟର ଜଣେ ହିରା ବ୍ୟବସାୟୀ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ଉପହାରରେ ଦେଇଛନ୍ତି। ଗ୍ରୀନ୍‌ ଲାବ୍‌ ଡାଇମଣ୍ଡ…

ରାଉରକେଲାରୁ ଶୁଆ ଚୋର ରାକେଟ ଠାବ

ରାଉରକେଲା: ରାଉରକେଲାରୁ ଶୁଆ ଚୋର ରାକେଟ ଠାବ। ବେଆଇନି ବିକ୍ରି ବେଳେ ମାଡିବସିଲେ ବନ ବିଭାଗ। ୭୨ଟି ଜଙ୍ଗଲି ଶୁଆକୁ ଜବତ କରିଛି ବନବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫପରେ କୋର୍ଟ ଚାଲାଣ କରାଯାଇଛି। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ…

ଏନଡିଏକୁ ଫେରିବେ କି ନୀତିଶ କୁମାର? ଚର୍ଚ୍ଚାରେ ବିହାରର ରାଜନୈତିକ ଚର୍ଚ୍ଚା

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଘନିଷ୍ଠ ସହଯୋଗୀ ବିଜୟ କୁମାର ଚୌଧୁରୀଙ୍କ ସହ ପାଟନାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ସହ ଭେଟ କରିଛନ୍ତି। ନୀତିଶ ହଠାତ୍ ରାଜ୍ୟପାଳଙ୍କ ପାଖରେ ପହଞ୍ଚିବା ପରେ ରାଜନୈତିକ ଚର୍ଚ୍ଚା ବଢ଼ିଯାଇଛି। କିଛି…

ଦୁଇ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ; ଦଳକୁ ଫେରିଲେ ସଗରିଆ

ଭୁବନେଶ୍ବର : ନୂଆ ପ୍ରଭାରୀ ଆସିବା ପର ଠାରୁ ଆକ୍ସନମୋଡରେ ରାଜ୍ୟ କଂଗ୍ରେସ । ଦଳକୁ ଜଣ ଜଣ କରି ଫେରୁଛନ୍ତି ନେତା । ତେବେ ବିଗତ ଦିନରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ୩ ବରିଷ୍ଠ ନେତା ମହମ୍ମଦ ମୋକିମ ଓ…