ରାଉରକେଲା: ରାଉରକେଲାରୁ ଶୁଆ ଚୋର ରାକେଟ ଠାବ। ବେଆଇନି ବିକ୍ରି ବେଳେ ମାଡିବସିଲେ ବନ ବିଭାଗ। ୭୨ଟି ଜଙ୍ଗଲି ଶୁଆକୁ ଜବତ କରିଛି ବନବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫପରେ କୋର୍ଟ ଚାଲାଣ କରାଯାଇଛି। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ ବେଆଇନି କାର୍ଯ୍ୟରେ ବନବିଭାଗ ଆଜି ଗିରଫ କରିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *