Day: 17 January 2024

ଖାଦ୍ୟ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ପଢନ୍ତୁ ପୁରା ଖବର

ଭୁବନେଶ୍ୱର: କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରୁ ଅଧିକ ୧୦ ଲକ୍ଷ ଟନ ଉଷୁନା ଚାଉଳ ନେବାକୁ ଅନୁରୋଧ କଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ,FCIକୁ ନିର୍ଦ୍ଦେଶ ଦେବାକୁ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେଲେନି ଶଙ୍କରାଚାର୍ଯ୍ୟ

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନ ଧରି ଚାଲୁଥିବା ଯଜ୍ଞ କୁଣ୍ଡରେ ପୂର୍ଣ୍ନାହୂତି ଦେଇ ଗଜପତି ମହାରାଜା କଲେ ଯଜ୍ଞର ସମାପ୍ତି । ସେଥିପାଇଁ…

କଂଗ୍ରେସର ମିଶ୍ରଣ ପର୍ବ; ଯୋଡ଼ି ହେଲେ ଗମାଙ୍ଗ ପରିବାର

ଭୁବନେଶ୍ୱର: କଂଗ୍ରେସରେ ଯୋଗଦେଲେ ଗମାଙ୍ଗ ପରିବାର । ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର । ଗମାଙ୍ଗ ପରିବାର ସହ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ…

ସ୍କୁଲ କାନ୍ଥରେ ପିଏମ୍ ପୋଷଣ ସୂଚନା ଲେଖିବା ପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାନ୍ଥରେ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ତଥ୍ୟ ସହିତ ପ୍ରଧାନ ମନ୍ତ୍ରୀ ପୋଶନ ଯୋଜନା ବିଷୟରେ ସାତୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲେଖିବାକୁ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।…

ରତ୍ନଭଣ୍ଡାର ଚାବି ହଜିବା ନେଇ ଷ୍ଟାଟସ୍‍ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରତ୍ନଭଣ୍ଡାର ଚାବି ହଜିବା ନେଇ କମିଶନ ରିପୋର୍ଟ ସାର୍ବଜନୀନ ମାମଲା। ବୁଧବାର ଏସମ୍ପର୍କରେ ହାଇକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ବେଳେ ଷ୍ଟାଟସ୍‍ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନିର୍ଦ୍ଦେଶ ପରେ ଆସନ୍ତା ୨ରୁ ୩ଦିନ…

ଗୁଜୁରାଟର ପିଏମ ମୋଦୀଙ୍କ ଗାଁରୁ ମିଳିଲା କିଛି ଏମିତି ଜିନିଷ, ପଢନ୍ତୁ ପୁରା ଖବର

ଗୁଜୁରାଟ: ଗୁଜୁରାଟର ଭାଦନଗରରେ ୨୮୦୦ ବର୍ଷ ପୁରୁଣା ମାନବ ବସତିର ମୃତଦେହ ଆବିଷ୍କୃତ ହୋଇଛି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଗ୍ରାମ ମଧ୍ୟ ହୋଇପାରେ। ଆଇଆଇଟି ଖଡକପୁର, ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI), ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀ (PRL),…

ଆସନ୍ତା ୨୨ ତାରିଖ ପାଇଁ ଛୁଟି ଦାବି କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ଭୁବନେଶ୍ୱର: ବିରୋଧୀ ଦଳ ନେତାଙ୍କ ପରେ ଛୁଟି ଦାବି କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ୨୨ ତାରିଖ ପାଇଁ ଛୁଟି ଦାବି କଲେ ପ୍ରେସ ମିଟରେ। ଗତକାଲି ୨୨ ତାରିଖ ଦିନ ରାଜ୍ୟ ସରକାର ଛୁଟି ଘୋଷଣା କରିବାକୁ ଦାବି…

ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନ ଧରି ଚାଲୁଥିବା ଯଜ୍ଞ କୁଣ୍ଡରେ ପୂର୍ଣ୍ନାହୂତି ଦେଇ ଗଜପତି ମହାରାଜା କଲେ ଯଜ୍ଞର ସମାପ୍ତି । ସେଥିପାଇଁ…

କଂଗ୍ରେସର ବିଭିନ୍ନ ନିଯୁକ୍ତିକୁ ନେଇ ବଡ଼ ଖବର

ଭୁବନେଶ୍ୱର: ଆସନ୍ତା ୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ଘୋଷଣ। ଅଜୟ କୁମାର ଗତକାଲି ନୂଆ ନିଯୁକ୍ତି ପଞ୍ଚାନନ କାନୁନ୍‌ଗୋ PCC ୱାର ରୁମ୍‌ ଅଧ୍ୟକ୍ଷ ନିଯୁକ୍ତ ଦେଇଛନ୍ତି। କେବଳ ଏତିକି ନୁହଁ ବିସ୍ମୟ ମହାପାତ୍ର, ଜିନେଷ ଦାସ, ପ୍ରକାଶ…