Day: 13 January 2024

ଅର୍ପଣ ରଥକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ବିଜେପି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ରାଜ୍ୟରେ ବୁଲୁଥିବା ଅର୍ପଣ ରଥକୁ ନେଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଟ୍ରଲି, ରିକ୍ସା ଏବଂ ପିକଅପ୍ ଭ୍ୟାନ୍ ଉପରେ ଥର୍ମୋକଲରୁ ନିର୍ମିତ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମାକୁ…

ବିଡିଓଙ୍କ ବଦଳି ଦାବିରେ ସରପଞ୍ଚଙ୍କ ଧାରଣା

ଭୁବନେଶ୍ୱର: ଆଜି ୪୨ ଜଣ ସରପଞ୍ଚ ଏବଂ ୫୬ ସମିତି ସଦସ୍ୟ ଭୋକ ଉପାସରେ ବସି ବାଲେଶ୍ଵର ଜିଲ୍ଲାର ବାଲିଅପାଳ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ଜିଲ୍ଲା କଲେକ୍ଟରଙ୍କ ନିକଟରେ ଅନେକ ଅଭିଯୋଗ ଆସିବା ପରେ ବି…

ଓଡିଶାରେ ହେବ ବିଜେପିର ସରକାର: ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର, ଏଥିଲାଗି ଦର୍ଶନ କରିବାକୁ ଆସିଥିଲି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ଦିନଠାରୁ ଓଡିଶା ପାଇଁ ବିଭିନ୍ନ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ…

ଅର୍ପଣ ରଥକୁ ନେଇ ତେଜିଲା ରାଜନୀତି, ଭାଇରାଲ ହେଲା ଏହି ଚିତ୍ର

ଗଞ୍ଜାମ: ବଢିବାରେ ଲାଗିଛି ଅର୍ପଣ ରଥକୁ ନେଇ ରାଜନୀତି। ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ ମଧ୍ୟ ଲାଗିରହିଛି। ଗୋଟେ ପଟେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଡ ସ୍ବପ୍ନ ଥିବାବେଳେ ଗୋଟେପଟେ ବିରୋଧୀ ଦଳ ପକ୍ଷରୁ ଲଗାତାର…

ବାଲେଶ୍ୱର ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ; ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଅଞ୍ଚଳବାସୀଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି । ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବା ନେଇ ବହୁ ଦିନରୁ ଅଞ୍ଚଳବାସୀ ଅପେକ୍ଷା କରିଥିଲେ । ଶନିବାର ଦିନ ନୀଳଗିରି ଗୋପୀନାଥପୁର ଠାରେ…

ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର…

ସମ୍ବଲପୁର ଲୋକ ସଭା ଆସନରେ ଧର୍ମେନ୍ଦ୍ର ବନାମ ବବି ଲଢ଼େଇ

ସମ୍ବଲପୁର: ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରୀ ବୃଦ୍ଧି କରିବାରେ ଜୋରସୋରରେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ରାଜନୈତିକ ପେଣ୍ଠସ୍ଥଳି ସମ୍ବଲପୁର ଠାରେ ବବି ଦାସ ବନାମ ଧର୍ମେନ୍ଦ୍ର ପ୍ରଧାନ…