Day: 14 January 2024

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ…

୨୯ରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ!

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଥରେ ୩ ଦଫା ନେଇ ଆନ୍ଦୋଳନକୁ ଓହ୍ଲାଇବେ । ରାଜଧାନୀ ଲୋୟର ପିଏମଜିରେ ବିଭିନ୍ନ ଜିଲ୍ଲାରୁ ଶିକ୍ଷକ ମାନେ ଆସି ଏକାଠି ହେବେ । ଠିକା କର୍ମଚାରୀଙ୍କୁ ୬ବର୍ଷର…

କୋଭିଡରେ ୪୦ ହଜାର କୋଟି ଦୁର୍ନୀତି ହୋଇଛି: ଓଡ଼ିଶା ବିଜେପି

ଭୁବନେଶ୍ୱର: କୋଭିଡ୍‌ରେ ୪୦ ହଜାର କୋଟି ଦୁର୍ନୀତିର ପ୍ରେସମିଟ୍‌ରେ ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି ଯେ, ରାଜ୍ୟରେ ୫୧% ପିସି ସରକାର ଚାଲିଛି, ଲୋକାଲ ଫଣ୍ଡ ଅଡିଟରୁ ସ୍ପଷ୍ଟ ହୋଇଛି । ୨୦୨୦ରୁ ୨୦୨୨…

୩ ଦିନରେ ବଦଳିବ ବାଲେଶ୍ଵର ଷ୍ଟେସନର ନାଁ: ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ବାଲେଶ୍ଵର: ବାଲେଶ୍ଵର ଷ୍ଟେସନର ଇଂରାଜୀ ନାଁ ହେବ ସଂଶୋଧନ। BALSORE ନାମ ବଦଳରେ ହେବ BALESWAR। ୩ ଦିନ ମଧ୍ୟର ନାଁ ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ମୁଖ୍ୟ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ମିଲିନ୍ଦ ଦେଓରା। ଏ ନେଇ ସେ ନିଜ ‘ଏକ୍ସ’ ଏକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏହି ଖବର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା…

କଂଗ୍ରେସକୁ ଧକ୍କା : ମିଲିନ୍ଦ ଛାଡ଼ିଲେ ଦଳ

ଏଜେନ୍ସୀ : ନୂଆଦିଲ୍ଲୀ କଂଗ୍ରେସକୁ ନିର୍ବାଚନ ଆଗରୁ ବି ଝଟକା ଦେଇଛନ୍ତି ମିଲିନ୍ଦ ଦେଓରା। ଏକ୍ସ ହେଣ୍ଡଲରରେ ମିଲିନ୍ଦ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ସହ ୫୫ ବର୍ଷର ସମ୍ପର୍କ ଛିହ୍ନ କରିଛନ୍ତି ସେ। ଶିବସେନା ସିଂଦେ ଗୋଷ୍ଠୀରେ ଯୋଗ ଦେଇ…