ଏଜେନ୍ସୀ : ନୂଆଦିଲ୍ଲୀ

କଂଗ୍ରେସକୁ ନିର୍ବାଚନ ଆଗରୁ ବି ଝଟକା ଦେଇଛନ୍ତି ମିଲିନ୍ଦ ଦେଓରା। ଏକ୍ସ ହେଣ୍ଡଲରରେ ମିଲିନ୍ଦ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ସହ ୫୫ ବର୍ଷର ସମ୍ପର୍କ ଛିହ୍ନ କରିଛନ୍ତି ସେ। ଶିବସେନା ସିଂଦେ ଗୋଷ୍ଠୀରେ ଯୋଗ ଦେଇ ପାରନ୍ତି ସେ । କଂଗ୍ରେସର ଯୁବ ଚେହେରା ଭିତରୁ ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଯୋଗ ଦେଇ ସାରିଛନ୍ତି। ସଚୀନ ପାଇଲଟ ଦୋଦୁଲ୍ୟମାନ ସ୍ଥିତିରେ ଅଛନ୍ତି । ଯେଉଁ ଦିନ ମଣିପୁରରୁ ରାହୁଳଙ୍କ ନ୍ୟାୟ ଯାତ୍ରା ଆରମ୍ଭ ହେଉଛି, ସେହି ଦିନ ହିଁ ମିଲିନ୍ଦ କଂଗ୍ରେସ ଛାଡ଼ିବାର ଏକ ବିରାଟ ରାଜନୈତିକ ସଂକେତ ରହିଛି।

By Nirvay

Leave a Reply

Your email address will not be published. Required fields are marked *