ବାଲେଶ୍ଵର: ବାଲେଶ୍ଵର ଷ୍ଟେସନର ଇଂରାଜୀ ନାଁ ହେବ ସଂଶୋଧନ। BALSORE ନାମ ବଦଳରେ ହେବ BALESWAR। ୩ ଦିନ ମଧ୍ୟର ନାଁ ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ର ରେଳମନ୍ତ୍ରୀ ଏମପି ଲ୍ୟାଡରୁ ଏକ ALS ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ବାହାନଗା ଦୁର୍ଘଟଣା ବେଳେ ଏନେଇ ସେ ପ୍ରତିଶ୍ରୁତି ଦେଇଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *