Day: 30 January 2024

ମୋଦୀ ଖେଳିବେ ମହିଳା ଗ୍ୟାରେଣ୍ଟି କାର୍ଡ଼, ବିଜଦ ମହିଳା ଭୋଟବ୍ୟାଙ୍କକୁ ଭାଙ୍ଗିବ ମୋଦୀଙ୍କ ‘ଲାଖପତି ଦିଦି’!

ଭୁବନେଶ୍ୱର: ସପ୍ତାହକ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଥର ଗସ୍ତ କରିବେ ଓଡ଼ିଶା । ୩ ତାରିଖରେ ସମ୍ବଲପୁର ଏବଂ ୧୦ ତାରିଖରେ ଭୁବନେଶ୍ୱର । ଏହି ଦୁଇଟି ଗସ୍ତର ଦୁଇଟି ବିଶେଷ ଦିଗ ଅଛି । ତେବେ ଭୁବନେଶ୍ୱର ଗସ୍ତ…

ଆସିଲା ଜନମତ ସର୍ଭେ ରିପୋର୍ଟ କମୁଛି ବିଜଦ, ବଢ଼ୁଛି ଭାଜପା

ଭୁବନେଶ୍ୱର : ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଆଉ ଏହି ସମୟରେ ଓଡ଼ିଶା ବାବଦରେ ପ୍ରଥମ ନିର୍ବାଚନ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ସର୍ଭେ କରିଛି ଜନମତ ପୋଲ୍ସ । ସର୍ଭେ…

ନରସିଂହ ମିଶ୍ର ଲଢ଼ିବେନି ନିର୍ବାଚନ, ପୁଅକୁ ଘୋଷଣା କଲେ ଉତ୍ତରାଧିକାରୀ

ଭୁବନେଶ୍ଵର: ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ୨୦୨୪ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତି ହୋଇଛି। ଏଆଇସିସିକୁ…

ବିଜେପି ପ୍ରାର୍ଥୀ ମନୋଜ ସୋନକର ଜିତିଲେ ଚଣ୍ଡୀଗଡ଼ ମେୟର ନିର୍ବାଚନ

ଚଣ୍ଡିଗଡ: ବିଜେପିର ମନୋଜ ସୋନକର ନୂତନ ଚଣ୍ଡୀଗଡ଼ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପି ୧୬ ଭୋଟ୍ ପାଇଥିବାବେଳେ କଂଗ୍ରେସ ଓ ଆପ ମିଳିତ ପ୍ରାର୍ଥୀ ୧୨ ଭୋଟ୍ ପାଇଛନ୍ତି । ୮ଟି ଭୋଟ ନାକଚ ହୋଇଥିବା ସୂଚନା ମିଳିଛି ।…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ରେଡ

ରାଞ୍ଚି: ହେମନ୍ତ ସୋରେନଙ୍କ ଘରେ ED ଚଢ଼ାଉ। ସୂଚନା ଅନୁଯାୟୀ,ଚଢ଼ାଉ ବେଳେ ଉପସ୍ଥିତ ନଥିଲେ ସୋରେନ। ଦିଲ୍ଲୀ ବାସଭବନରେ ହେମନ୍ତଙ୍କ ୨ BMW ଗାଡ଼ି ଜବତ କରିଛି ED। BMW ସହ ୩୬ଲକ୍ଷ ଟଙ୍କା ଜବତ କଲା ED।କିନ୍ତୁ ଦୁଇ ଦିନ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି…

ଆଜି ୧୨ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ

ନବରଙ୍ଗପୁର: ନବରଙ୍ଗପୁର -ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ମଙ୍ଗଳବାର ବିଜେପି ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ…