ଚଣ୍ଡିଗଡ: ବିଜେପିର ମନୋଜ ସୋନକର ନୂତନ ଚଣ୍ଡୀଗଡ଼ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପି ୧୬ ଭୋଟ୍ ପାଇଥିବାବେଳେ କଂଗ୍ରେସ ଓ ଆପ ମିଳିତ ପ୍ରାର୍ଥୀ ୧୨ ଭୋଟ୍ ପାଇଛନ୍ତି । ୮ଟି ଭୋଟ ନାକଚ ହୋଇଥିବା ସୂଚନା ମିଳିଛି ।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେୟର, ବରିଷ୍ଠ ଡେପୁଟି ମେୟର ଏବଂ ଡେପୁଟି ମେୟର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ମତଦାନ ପ୍ରକ୍ରିୟା ସମୟରେ ପାରାମିଲିଟାରୀ ଫୋର୍ସଙ୍କ ବ୍ୟତୀତ ପ୍ରାୟ ୮୦୦ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏହା ସହିତ, ଏକ ତିନି ସ୍ତରୀୟ ବ୍ୟାରିକେଡ୍ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ କୁ ଘେରି ରହିବା ବ୍ୟବସ୍ଥା କରାଯାଇଥିଲା ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *