Day: 7 January 2024

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧ କରୁଥିବା ତିନି ମାଳଦ୍ଵୀପ ମନ୍ତ୍ରୀ ନିଲମ୍ୱିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ମନ୍ତ୍ରୀଙ୍କ ବିରୋଧରେ ମାଳଦ୍ଵୀପ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ପୋଷ୍ଟ ପାଇଁ ତାଙ୍କୁ ନିଲମ୍ୱନ କରାଯାଇଛି । ମାଳଦ୍ଵୀପ ସରକାରଙ୍କ ପକ୍ଷରୁ ଏକ ବୟାନ ଜାରି…

ତିନି ଫଟୋ ବଖାଣୁଛି ମନ୍ତ୍ରୀ ଓ ବିଧାୟକଙ୍କ ଦୁର୍ଦ୍ଦଶା କାହାଣୀ

ଭୁବନେଶ୍ୱରରୁ ନବୀନ ଦାସ,୭ା୧ ତିନିଟି ଫଟୋ । ପ୍ରତିଟି ଫଟୋ ବିଜୁ ଜନତା ଦଳର ନେତାଙ୍କ ଦୁର୍ଦ୍ଦଶାର କାହାଣୀ କହୁଛି । ମନ୍ତ୍ରୀ ଓ ବିଧାୟକମାନେ କେଉଁ କାମ ପାଇଁ ଉପଯୁକ୍ତ, ତାହା ନବୀନ ଓଡ଼ିଶାର ନୂଆ ନେତା ଭିକେ ପାଣ୍ଡିଆନ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅଜୟ କୁମାର

ଭୁବନେଶ୍ୱର: ପ୍ରେସମିଟ୍‌ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ପ୍ରଭାରୀ । ରାଜ୍ୟରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି ବୋଲି କହିଲେ ପ୍ରଭାରୀ ଅଜୟ କୁମାର । ସେ କହିଛନ୍ତି, ନେତାଙ୍କ ଅଧୀନରେ ଆଇଏଏସ୍‌, ଆଇପିଏସ୍ କାମ କରିବା ଉଚିତ । କିନ୍ତୁ…

ବାବା ଧବଳେଶ୍ବରଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ଶୈବପୀଠ ଆଠଗଡର ଆରାଧ୍ୟ ମହାପ୍ରଭୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହିତ ବାବାଙ୍କ ନିକଟରେ ପୂଜାର୍ଚ୍ଚନା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଧବଳେଶ୍ଵର ପୀଠକୁ ପର୍ଯ୍ୟଟନସ୍ଥଳୀରେ ବିକାଶମୂଳକ କାର୍ଯ୍ୟ ହେବା ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ପ୍ରକାଶ…