Day: 12 January 2024

ସ୍ପଷ୍ଟ ପ୍ରେସକ୍ରିପସନ୍ ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ ଭାବେ ଲେଖିବାକୁ ମାନ୍ୟବର ହାଇକୋର୍ଟ ଆଜି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଏନେଇ ସମସ୍ତ ଡାକ୍ତର ମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ଅର୍ପଣ ରଥକୁ ନେଇ ତେଜିଲା ରାଜନୀତି

ନରସିଂହପୁର: ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ । କଟକ ଜିଲ୍ଲା ନରସିଂହପୁର ନିକଟ ନୂଆପାଟଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରାସନ ସାମଗ୍ରୀ ମିଳିନଥିବାରୁ ଲୋକେ ଅର୍ପଣ ରଥକୁ ଅଟକ ରଖିଛନ୍ତି । ସୂଚନା…

ଲୋକାର୍ପିତ ହେଲା ଅଟଳ ସେତୁ

ମୁମ୍ବାଇ: ଲୋକାର୍ପିତ ହେଲା ଭାରତର ସବୁଠୁ ଲମ୍ବା ସେତୁ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ସେତୁର ଉଦ୍‌ଘାଟନ କରିଛନ୍ତି। ଏହି ସେତୁ କେବଳ ଭାରତର ସବୁଠୁ ଲମ୍ବା ସେତୁ ନୁହେଁ ବରଂ ଏହା ସବୁଠୁ ଲମ୍ବା ସାମୁଦ୍ରିକ ସେତୁ ମଧ୍ୟ…

ଭବାନୀପାଟଣା ଗସ୍ତରେ ପାଣ୍ଡିଆନଙ୍କୁ ବିରୋଧ କଲେ ବିଜେପି କର୍ମୀ

ଭାରତୀୟ ଜନତା ପାର୍ଟି (ବିଜେପି) ର ସଦସ୍ୟମାନେ ଶୁକ୍ରବାର ଦିନ କାଲାହାଣ୍ଡି ଜିଲ୍ଲାର ଭବାନୀପାଟଣା ଗସ୍ତ ସମୟରେ 5T ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ (ବିଜେଡି) ନେତା ଭି.କେ ପାଣ୍ଡିଆନଙ୍କ ବିରୋଧରେ କଳା ପତାକା ପ୍ରଦର୍ଶନ କରିଥିଲେ। ମାଣିକେଶ୍ୱରୀ ଠାକୁରଙ୍କୁ…

ଭିଜିଲାନ୍ସ ଜାଲରେ ଓଏମଭିଡି ଟ୍ରାଫିକ ଇନ୍ସପେକ୍ଟର

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ତାଳଚେର ଟ୍ରାଫିକ ଇନସ୍ପେକ୍ଟର। ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଘରୁ ଜବତ ହୋଇଛି ୨୪ ଲକ୍ଷ ଟଙ୍କା। କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବାଟରେ ବାଲିଅନ୍ତାରେ ୧୧ଲକ୍ଷ ଟଙ୍କା ସହ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।…

ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ

ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ଜଟଣୀରୁ ଲଢ଼ିବା ନେଇ ନିଜେ ସ୍ପଷ୍ଟ କଲେ ମନ୍ମଥ ରାଉତରାୟ । କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଭୁବନେଶ୍ୱର ବିମାନବନ୍ଦରରେ ପୁଅକୁ…