Day: 15 January 2024

ଆଜିଠୁ ଆରମ୍ଭ ହେଲା ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ : ଆଜିଠୁ ବହୁ ଚର୍ଚ୍ଚିତ ବରଗଡ଼ ଧନୁଯାତ୍ରା । ୧୧ ଦିନ ବ୍ୟାପି ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ପ୍ରତିଟି ବରଗଡ଼ବାସୀ ପାଲଟିଯିବେ ଦ୍ବାପର ଯୁଗର ଜଣେ ଜଣେ ନାଗରିକ । ବରଗଡ ସହର ମଥୁରା କଟକରେ ରୂପାନ୍ତର…

ପ୍ରକାଶ ବେହେରାଙ୍କ ସହ ଅରିନ୍ଦମଙ୍କ ଫଟୋ ହେଲା ଭାଇରାଲ; ପଢନ୍ତୁ ପୁରା ଖବର

ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ତଥା ସିନେ ତାରକା ଅରିନ୍ଦମ ରାୟ । କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଗୋଟିଏ ଟେବୁଲରେ ପାଖାପାଖି…

ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କିଛି ଏମିତି କହିଲେ ଚମ୍ପତ ରାୟ

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ଘୋଷଣା କରିଛନ୍ତି ଯେ ଜାନୁଆରୀ ୨୨ ତାରିଖ ଅପରାହ୍ନ ୧୨ଟା ୨୦ରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୟ…

ପିଏମ୍ ମୋଦୀଙ୍କୁ ଅପମାନ: ଥାନାରେ ମାମଲା ହେଲା ରୁଜୁ

ଭୁବନେଶ୍ବର : ଲକ୍ଷାଦ୍ବୀପ ଫଟୋ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ପ୍ରସଙ୍ଗକୁ ନେଇ ମାମଲା ରୁଜ୍ଜୁ ହୋଇଛି । ବିଜେପି ଏତଲା ଆଧାରରେ ସାଇବର ଥାନାରେ ମାମଲା ରୁଜ୍ଜୁ ହୋଇଛି। ଅଜଣା ଦୁର୍ବୁତ୍ତଙ୍କ ନାଁରେ ବିଭିନ୍ନ ଦଫାରେ ପୁଲିସ ମାମଲା…

ପିଏମ୍ ଜନମନ୍ ଯୋଜନାରେ ଡାଇରେକ୍ଟ ଦ୍ଵାରା ମିଳିବ ପ୍ରଥମ କିସ୍ତି

ନୂଆଦିଲ୍ଲୀ: ପିଏମ୍ ଜନମନ ଯୋଜନାରେ ମିଳିବ ପ୍ରଥମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ରହି ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ଟଙ୍କା ପଠାଇବେ । ସୋମବାର ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହେବ । ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ…

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି। ବିରୋଧୀ ଦଳ ବହୁ ପରିମାଣରେ ଏହାକୁ ବିରୋଧ କରିଛନ୍ତି। ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ଆଜି ଏହାକୁ ବିରୋଧ କରି କଂଗ୍ରେସ…