Day: 22 January 2024

ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ରାଜ୍ୟ କ୍ୟବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡ଼ିଛି । ଏ ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।…

ଆରପାରିରେ ବରିଷ୍ଠ ସାମ୍ୱାଦିକ ଅରୁଣ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଆଉ ନାହାଁନ୍ତି। ତାଙ୍କ ନିଜ କଟକସ୍ଥିତ ବାସଭବନଠାରେ ୭୫ ବୟସର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସାମ୍ବାଦିକତା ବ୍ୟତୀତ ପଣ୍ଡା ଅନେକ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ ଏବଂ ଜଣେ ସାମାଜିକ…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ତେମଜେନୱାପଙ୍ଗ ଆଓ ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି। ସେହିପରି ଶ୍ରୀକାନ୍ତ ପୃଷ୍ଟି…

ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦେଶବାସୀଙ୍କୁ କିଛି ଏମିତି କହିଲେ ମୋଦୀ

ଅଯୋଧ୍ୟା: ରାମମନ୍ଦିର ପ୍ରତିଷ୍ଠା ପ୍ରକ୍ରିୟା ଶେଷ ହେବା ପରେ ଅଯୋଧ୍ୟାବାସି ଲୋକଙ୍କୁ କିଛି ହୃଦୟ ଛୁଆଁ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଆଜି ଆମର ରାମ ତାଙ୍କ ଜନ୍ମ ଭୂମି କୁ ଫେରିଛନ୍ତି। ଏତେ ବର୍ଷ…

ସରିଲା କାଳ କାଳର ପ୍ରତୀକ୍ଷା; ବିରାଜିଲେ ଶ୍ରୀରାମ

ଅଯୋଧ୍ୟା: ବିରାଜିଲେ ମହାପ୍ରଭୁ ଶ୍ରୀରାମ। ସରିଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ୫୦୦ ବର୍ଷ ପରେ ନିଜ ଜନ୍ମ ଭୁମିକୁ ଫେରିଲେ ପ୍ରଭୁ ରାମ। ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରୋଧା ଭାବେ ବସି ପୂଜା କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।…

୫୦୦ ବର୍ଷର ସ୍ବପ୍ନ ହେବ ପୂରଣ; ପ୍ରତିଷ୍ଠା ହେବ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର। ଦିନ ପ୍ରାୟ ୧୨.୨୦ ମିନିଟ ସମୟରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ସମାପନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର…

ରାମ ନାମରେ ସଜେଇ ହେଲା ମୁକେଶ ଅମ୍ବାନୀଙ୍କ ଘର

ମୁମ୍ବାଇ: ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଉ ଏଥିପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ । ସେହି ଦିବ୍ୟ ମୁହୂର୍ତ୍ତକୁ ସାରା ଦେଶ ଅନାଇ ବସିଛି । ବିଭନ୍ନ ସ୍ଥାନରେ ଏହି ଉତ୍ସବକୁ ପାଳନ ପାଇଁ ଭିନ୍ନ…

ବାହାନଗା ଟ୍ରେନ୍ ଟ୍ରାଜେଡି; ତତ୍କାଳୀନ ୨ ରେଳ କର୍ମଚାରୀ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୧ ହଜାରରୁ…