ମୁମ୍ବାଇ: ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଉ ଏଥିପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ । ସେହି ଦିବ୍ୟ ମୁହୂର୍ତ୍ତକୁ ସାରା ଦେଶ ଅନାଇ ବସିଛି । ବିଭନ୍ନ ସ୍ଥାନରେ ଏହି ଉତ୍ସବକୁ ପାଳନ ପାଇଁ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରାଯାଇଛି । ଆଉ ଏଥିରୁ ବାଦ୍‌ ପଡ଼ିନାହିଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର । ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ସଂପୂର୍ଣ୍ଣ ଭାବେ ସଜେଇ ହୋଇଛି । ଆଣ୍ଟିଲିଆ ଜୟ ଶ୍ରୀରାମ ଏବଂଆଲୋକରେ ଦୀପ ସହ ସଜେଇ ହୋଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *