ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଘନିଷ୍ଠ ସହଯୋଗୀ ବିଜୟ କୁମାର ଚୌଧୁରୀଙ୍କ ସହ ପାଟନାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ସହ ଭେଟ କରିଛନ୍ତି।

ନୀତିଶ ହଠାତ୍ ରାଜ୍ୟପାଳଙ୍କ ପାଖରେ ପହଞ୍ଚିବା ପରେ ରାଜନୈତିକ ଚର୍ଚ୍ଚା ବଢ଼ିଯାଇଛି। କିଛି ଦିନ ନୀତିଶ ଏନଡିଏକୁ ଫେରିବାକୁ ନେଇ ଚର୍ଚ୍ଚା ହେଉଛି। ଏବେ ସେ ରାଜ୍ୟପାଳଙ୍କୁ ଭେଟିବାପରେ ତାହା ବଢ଼ିଯାଇଛି।

ପୂର୍ବରୁ RJD ସଭାପତି ଲାଲୁ ପ୍ରସାଦ, ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ସହ ଡେପୁଟି ସିଏମ୍ ସହଯୋଗୀ ନୀତୀଶ କୁମାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ବୈଠକ ପରେ ତେଜସ୍ୱୀ ଯାଦବ କହିଛନ୍ତି ଯେ ଦଳ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ଉଭୟ ସମ୍ମାନଜନକ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *