ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଅଧିକ ସକ୍ରିୟ କରିବା ପାଇଁ ସାଂସ୍କୃତିକ ବିଭାଗରେ ଡକ୍ଟର ଅମର ପଟ୍ଟନାୟକ(ମୁଖ୍ୟ ଉପଦେଷ୍ଟା) ପ୍ରଫୁଲ୍ଲ କୁମାର ସାମଲ(ବରିଷ୍ଠ ଉପଦେଷ୍ଟା), ଦେବୀ ପ୍ରସାଦ ମିଶ୍ର(ବରିଷ୍ଠ ଉପଦେଷ୍ଟା), ଲତିକା ପ୍ରଧାନ, ପ୍ରଦୀପ ମାଝୀ ଏବଂ ଗୋପବନ୍ଧୁ ଦାସ(ଉପଦେଷ୍ଟା)ଙ୍କୁ ସାଂସ୍କୃତିକ ସଂଯୋଜକ ହିସାବରେ ନିଯୁକ୍ତି ଦେଇଛନ୍ତି।

ତତସହିତ ଏହି ବିଭାଗ ପାଇଁ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *