ବ୍ରହ୍ମଗିରି: ମଝି ଚିଲିକା ଫସିଲା ଡଙ୍ଗା ।ସୂଚନା ଅନୁଯାୟୀ ଯାତ୍ରୀ ବାହି ଡଙ୍ଗାର ମେସିନ ଖରାପ ଯୋଗୁ ଫସି ରହିଥିଲା।ଡଙ୍ଗାରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବାବେଳେ ୧୦ଟି ବାଇକ୍ ଥିବା ଜଣାପଡିଛି।

ଖବର ଅନୁଯାୟୀ, ଆଜି ସକାଳ ୧୦.୩୦ ମିନିଟ୍‌ରେ ସାତପଡ଼ା ଠାରୁ ଯାତ୍ରୀମାନଙ୍କୁ ନେଇ ଚିଲିକା ଦେଇ ଜହ୍ନିକୁଦା ଘାଟ ନିକଟକୁ ବାହାରିଥିଲା । ମେସିନ ଖରାପ ହେବା ଲାଗି ଚିଲିକା ମଝିରେ ଅଟକି ରହିଛି । ଯାହାଫଳରେ ମଏଁସା ଗାଁ ନିକଟ ଚିଲିକା ମଝିରେ ଅଟକି ରହିଛି ଯାତ୍ରୀ ବାହୀ ଡଙ୍ଗା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *