Tag: Chilika

ଚିଲିକାରେ ପକ୍ଷୀ ଶିକାର ବେଧଡ଼କ ଜାରି

ଚିଲିକାରେ ବେଧଡ଼କ ପକ୍ଷୀ ଶିକାର ଜାରି ରହିଛି। ଏବେ ପୁଣି ଭୁଷଣ୍ଡପୁର ନିକଟରୁ ୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ହୋଇଛି। ଏହି ୧୮ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ସହ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବିଧାରପୁର…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଜହ୍ନିକୁଦା ଘାଟପେଣ୍ଠରୁ ସାତପଡ଼ା ଯାଉଥିବା ବେଳେ ମଝି ଚିଲିକାରେ ଫସିରହିଥିଲା ଯାତ୍ରୀବାହୀ ଡଙ୍ଗା। ମଏଁସା ନିକଟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଲାଗି ଡଙ୍ଗାଟି ଅଟକି ଯାଇଥିଲା । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୁଚନମୂତାବକ, ଡଙ୍ଗାଟି ଆଜି…

ସରିଲା ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ବର: ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ,…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ; ୫ଟି ରେଞ୍ଜରେ ୨୧ଟି ଟିମ୍ ନିୟୋଜିତ

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବାଲୁଗାଁ, ସାତପଡ଼ା, ନୂଆପଡ଼ା, ଟାଙ୍ଗୀ ଓ ରମ୍ଭା ରେଞ୍ଜରେ ଗଣନା ହୋଇଛି । ପ୍ରତି ଟିମରେ ୬ ରୁ ୭…

ମଝି ଚିଲିକାରେ ଫସିଲା ଡଙ୍ଗା; ପଢନ୍ତୁ ପୁରା ଖବର

ବ୍ରହ୍ମଗିରି: ମଝି ଚିଲିକା ଫସିଲା ଡଙ୍ଗା ।ସୂଚନା ଅନୁଯାୟୀ ଯାତ୍ରୀ ବାହି ଡଙ୍ଗାର ମେସିନ ଖରାପ ଯୋଗୁ ଫସି ରହିଥିଲା।ଡଙ୍ଗାରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବାବେଳେ ୧୦ଟି ବାଇକ୍ ଥିବା ଜଣାପଡିଛି। ଖବର ଅନୁଯାୟୀ, ଆଜି ସକାଳ ୧୦.୩୦ ମିନିଟ୍‌ରେ…