ରକ୍ତଦାନ ପାଇଁ ପଦଯାତ୍ରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ରକ୍ତ ସଂଞ୍ଚାରଣ ପରିଷଦ ପକ୍ଷରୁ ଆଜି ଜାତୀୟ ସ୍ୱେଛାକୃତ ରକ୍ତଦାନ ଦିବସରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରୁ ମାଷ୍ଟତକ୍ୟାଣ୍ଟିନ ଛକଦେଇ ଜୟଦେବ ଭବନ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡ. ଦିଲ୍ଲୀପ ଷଡଙ୍ଗୀ, କ୍ରିଡାବିତ ଶ୍ରଦ୍ଧାଞ୍ଜଳି ସାମନ୍ତରାଏ, ରକ୍ତ ଭନ୍ଦାର ନିଦେ୍ର୍ଦଶକ ଡ. ଦେବାଶିସ ମିଶ୍ର, ରକ୍ତ ସଂଞ୍ଚାରଣ ପରିଷଦ ସହ ନିଦେ୍ର୍ଦଶକ ସୋରୁପ ଦାସ, ଏସିପି ଳଳିତେନ୍ଦୁ ମହାନ୍ତି ଓ ଭାରତୀୟ ରେଡ଼୍କ୍ରସ ସୋସାଇଟି ପୋଲିସ କମିସନରେଟ ରେଡକ୍ରସ୍ ଶାଖାର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ତଥା ରାଜ୍ୟ ସ୍ୱେଛାକୃତ ରକ୍ତଦାତା ଓ ପ୍ରବର୍ତ୍ତକ ସଙ୍ଘର ପ୍ରତିଷ୍ଠାତା ସଭାପତି ଦିଲ୍ଲୀପ ଦାଶଶର୍ମା ଆଦି ବହୁ ରକ୍ତଦାତା ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି ବିଶାଳ ରାଲିର ବାର୍ତ୍ତା ଥିଲା ଜୀନନରେ ଥରୁଟିଏ ସ୍ୱେଛାକୃତ ଭାବେ ରକ୍ତଦାନ କରିବା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*