ମଧୁର ମକା ଚାଷ ସମ୍ପର୍କରେ ତାଲିମ ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ବାରିପଦା ବ୍ଲକର କୁଣ୍ଢେଇ ଗ୍ରାମରେ ଆତ୍ମା ଆନୁକୂଲ୍ୟରେ ମଧୁର ମକା ଚାଷ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ବାରିପଦା କୃଷି ଜିଲ୍ଲା ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ସହକାରୀ କୃଷି ଅଧିକାରୀ ଚକ୍ରଧର ମହାନ୍ତି, ଚନ୍ଦନ ମିଶ୍ର ପ୍ରମୁଖ ଯୋଗ ଦେଇ ମଧୁର ମକା ଚାଷର ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପ୍ରଣାଳୀ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରିଥିଲେ । ଜ୍ଞାନ କୌଶଳ ପ୍ରୟୋଗ କରି ମକା ଉତ୍ପାଦନ ବୃଦ୍ଧି ସହିତ ନିଜର ଆର୍ଥିକ ସ୍ଥିତିର ବିକାଶ କରିବାକୁ ବକ୍ତାମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*