ବ୍ରିଟେନର ନୂଆ ଅର୍ଥ ମନ୍ତ୍ରୀ ହେଲେ ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲନ୍ଦନ

ବି୍ରଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଭାରତୀୟ ବଂଶୋଦ୍ଭବ ରାଜନେତା ଋଷିସୁନକ୍‌ଙ୍କୁ ଗୁରୁବାର ନୂଆ ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି । ସୁନକ୍‌ ଇନଫୋସିସର ସହସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଅଟନ୍ତି । ସେ ଜନସନଙ୍କ ମନ୍ତ୍ରିମନ୍ଦଳରେ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଦ୍ୱିତୀୟ ବଡ଼ ମନ୍ତ୍ରୀ ଅଟନ୍ତି । ପ୍ରୀତି ପଟେଲ ବର୍ତ୍ତମାନ ବି୍ରଟେନର ଗୃହମନ୍ତ୍ରୀ ରହିଛନ୍ତି । ବଡ଼ କଥା ହେଉଛି ୫ବର୍ଷ ପୂର୍ବରୁ ସନକ୍‌ ସାଂସଦ ମଧ୍ୟ ନଥିଲେ । ରାଜନୀତିକୁ ଆସିବା ପୂର୍ବରୁ ସେ ଗୋଲ୍ଡମ୍ୟାନ୍‌ ସାଚେସରେ କାମ କରୁଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*