ବୁଲା ନିଶାରେ ବିରୁୁଷ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ମୁମ୍ବାଇ
ଆଗାମୀ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ନ ଖେଳିବା ଲାଗି ବିରାଟ କୋହଲି ନିଷ୍ପତ୍ତି ନେଇଛନ୍ତି । ସେଇଥିପାଇଁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇ ନଥିଲା ଗୁରୁବାର ଦିନ । ଅଭିନେତ୍ରୀ ପତ୍ନୀ ଅନୁଷ୍କାଙ୍କୁ ଧରି ବିରାଟ ଏହି ଛୁଟିର ବେଳାରେ କେଉଁ ଆଡେ ବୁଲି ଯିବାକୁ ସ୍ଥିର କରିଥିବା ଅନୁମାନ କରାଯାଉଛି । କାରଣ ଶୁକ୍ରବାର ଦିନ ସୋସିଆଲ ମିଡ଼ିଆରେ ଏକ ସୁନ୍ଦରିଆ ପର୍ଯ୍ୟଟନସ୍ଥଳୀରେ ଅନୁଷ୍କାଙ୍କ ସହ ଉଠାଇଥିବା ଫଟୋ ବିରାଟ ଛାଡ଼ିଛନ୍ତି । ସମୁଦ୍ର ଓ ତା ସେପାଖେ ପାହାଡ଼ ଥିବା ସେ ଅଞ୍ଚଳଟି ଖୁବ୍‌ ଆକର୍ଷଣୀୟ ମନେ ହେଉଛି ଫଟୋରେ । ତେଣୁ ଅନୁମାନ କରାଯାଉଛି ଦୁହେଁ ବୋଧେ ଶ୍ରୀଲଙ୍କା ନ ହେଲେ ମାଲଦୀପ ଯାଇଛନ୍ତି ବୋଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*