ଜାପାନ ପାରା ବ୍ୟାଡମିଣ୍ଟନ ପ୍ରମୋଦ ଜିତିଲେ ୨ ମ୍ୟାଚ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଗୁରୁବାରରୁ ଟୋକିଓଠାରେ ଆରମ୍ଭ ହୋଇଛି ଜାପାନ ଓପନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା । ବିଶ୍ୱ ସାରାରୁ ପ୍ରାୟ ୧୯୦ ଅଧିକ ଖେଳାଳି ଏଥିରେ ଭାଗ ନେଉଛନ୍ତି । ପ୍ରଥମ ଦିନ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦୁଇଟି ମ୍ୟାଚ୍‌ ସିଙ୍ଗିଲ୍ସରେ ଜିତିବାକୁ ସକ୍ଷମ ହୋଇ ପଦକ ଜିତିବା ପଥରେ ଅଗ୍ରସର ହୋଇଛନ୍ତି । ପ୍ରଥମ ରାଉନ୍ଦରେ ପ୍ରମୋଦ ପେରୁର ଖେଳାଳି ପେଡ୍ରୋଙ୍କୁ ୨୧-୧୪ ଓ ୨୧-୮ରେ ହରାଇଥିଲେ । ଦ୍ୱିତୀୟ ରାଉନ୍ଦରେ ସେ ୟୁକ୍ରେନର ଖେଳାଳି ଚେରିକୋଭଙ୍କୁ ୨୧-୧୯ ଓ ୨୧-୮ରେ ପରାଜିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*