ଜାପାନ ପାରାବ୍ୟାଡ଼ମିଣ୍ଟନରେ ପ୍ରମୋଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବୁଧବାରରୁ ଟୋକିଓର ଇଭେଣ୍ଟ ଷ୍ଟାଡିୟମରେ ଜାପାନ ପାରାବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେଉଛି । ଯାହା ୧୭ତାରିଖ ପର୍ଯ୍ୟନ୍ତ ଚାଲିବ । ବିଶ୍ୱର ବିଭିନ୍ନ ଭାଗରୁ ୧୯୨ଜଣ ଖେଳାଳି ଏଥିରେ ଭାଗ ନେଉଛନ୍ତି । ଓଡ଼ିଶାର ପ୍ରମୋଦ ଭଗତଙ୍କ ସହ ୧୫ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ ଏଠାରେ କରୁଛନ୍ତି । ଆସନ୍ତା ବର୍ଷ ଯେଉଁଠାରେ ପାରା ଅଲିମ୍ପିକ୍ସ ହେବ ସେହି ଷ୍ଟାଡିୟମରେ ଏହି ପ୍ରତିଯୋଗିତା ହେଉଥିବାରୁ ଏହାର ଗୁରୁତ୍ୱ ବେଶ ବଢିଛି । ପ୍ରମୋଦ ଟୋକିଓଠାରେ ସିଙ୍ଗଲ୍ସ ଓ ଡବଲ୍ସରେ ମେଡାଲ ଜିତିବାର ବଡ ଦାବିଦାର ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*