Month: March 2024

ଏଣିକି ରାତିରେ ବି ବୁଲିପାରିବେ ନନ୍ଦନକାନନ

ଭୁବନେଶ୍ୱର : ଏଣିକି ରାତିରେ ବି ନନ୍ଦନକାନନ ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ। ଆଜିଠୁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’। ଏହି କାର୍ଯ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି…

ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡକରା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ କରିବ ବିଜେପି । ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ଆସିଛି । ଏହା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟାନ୍ୟ…

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। 5T…

ମେଣ୍ଟ ଚର୍ଚ୍ଚାକୁ ଲତା ଉସେଣ୍ଡିଙ୍କ ନା

ଭୁବନେଶ୍ୱର: କୌଣସି ମେଣ୍ଟ ଚର୍ଚ୍ଚା ହୋଇନି । ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ ବୋଲି ଆଜି ଏପରି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି । ସେ ଆହୁରି କହିଛନ୍ତି,” ଦିଲ୍ଲୀରେ ହୋଇଥିବା ବୈଠକରେ…

ମେଣ୍ଟ ପାଇଁ କାହିଁକି ଏତେ ବ୍ୟାକୁଳ ବିଜୁ ଜନତା ଦଳ?

ନବୀନ ଦାସ: ମେଣ୍ଟ ଚର୍ଚ୍ଚା ହିଁ ୨୪ ବର୍ଷର ସରକାରୀ ଦଳର ଅସହାୟତା, ଭୟ ଏବଂ ଅଭାବୀ ଆତ୍ମବିଶ୍ୱାସକୁ ଅତି ନଗ୍ନ ଭାବେ ପଦାରେ ପକାଇ ଦେଇଛି । ଏକଥା ମଧ୍ୟ ପରୋକ୍ଷରେ ଅନେକ ବିଜଦ ନେତା ସ୍ୱୀକାର କରୁଛନ୍ତି ।…

ମିଶନ ଶକ୍ତି ଷ୍ଟାଫଙ୍କ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର : ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ସରକାରୀ ଦଳ କଳ ବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି । ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ…

ଖଣି ଦୁର୍ନୀତି ମାମଲାରେ ଆଜି ଅନେକ ସ୍ଥାନରେ ଇଡି ଚଢ଼ାଉ

ଆଜି ଇଡି ଭୁବନେଶ୍ୱର, ବର୍ବିଲ, ରାଉରକେଲା ଏବଂ କୋଲକାତାର ୧୨ ଟି ସ୍ଥାନରେ ଏମ / ଦୀପକ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ଏମ / ସ୍ନେହାପସଫ ମାର୍କେଟିଂ (ପି) ଲିମିଟେଡ, ଏହାର ନିର୍ଦ୍ଦେଶକ ଏବଂ ଜୋଡା, ଜିଲ୍ଲା କେଉଁଝର, ଓଡିଶାରେ…

ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ବିଜୟପାଲ ସିଂ ତୋମର

ଭୁବନେଶ୍ୱର: ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ଚର୍ଚ୍ଚା ମଧ୍ୟରେ ଆସୁଛି ଖବର । ମେଣ୍ଟକୁ ନେଇ ବିଜେପି ପକ୍ଷରୁ ଆସୁଛି ଭିନ୍ନ ମତ । ଆଜି ପୁଣି ମନମୋହନଙ୍କ କଥା ଦୋହରାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ।ମେଣ୍ଟ…

ବିଜେଡିକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେଡି ବିଜେପି ମେଣ୍ଟକୁ ନେଇ ଖୋଲା ଚ୍ୟାଲେଞ୍ଜ କରି ଏମିତି କିଛି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପାଣିଗ୍ରାହୀ।ସେ କହିଛନ୍ତି କି ଦମ୍‌ ଅଛି ତ ଏକା ଲଢ଼ି ପାରିବ କି ବିଜେଡି? ସେ ପ୍ରଧାମନ୍ତ୍ରୀ ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ଉପରେ…