Month: February 2024

ଅର୍ପଣ ରଥରୁ ମିଳିଛି ୩ କୋଟି ୬ ଲକ୍ଷ

ପୁରୀ : ଅର୍ପଣ ରଥରୁ ୩ କୋଟିରୁ ଅଧିକ ଦକ୍ଷିଣା ମିଳିଛି। ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଏନେଇ ସୂଚନା ମିଳିଛି। ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭…

ଚିଟ ଫଣ୍ଡ ସଂସ୍ଥାରେ ଇଡି ଚଢ଼ାଉ

ଭୁବନେଶ୍ୱର : ଚିଟ୍‌ଫଣ୍ଡ ସଂସ୍ଥା ଉପରେ ବଡ଼ଧରଣର ଚଢ଼ାଉ । ଗୁରୁବାର ଗୋଲ୍ଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଚିଟଫଣ୍ଡ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ…

ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରା

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ତୃତୀୟ ଦିନ । ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । ଝାରସୁଗୁଡ଼ା ପୁରୁଣା ବସ୍ଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ । ପ୍ରାୟ ଦୁଇ କିଲୋମିଟର ଯାତ୍ରା…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର:ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଫେବୃଆରୀ 15 ଯାଏଁ ରହିଛି ପାର୍ଥୀପତ୍ର ଦାଖଲର ଶେଷ ତାରିଖ । ପ୍ରାର୍ଥୀ ମାନେ ଫେବୃଆରୀ 16 ତାରିଖରେ ନାମାଙ୍କନ ପତ୍ର…

ପୁଣି ଗର୍ଜିଲେ ଶିକ୍ଷକ; ପ୍ରତିଶ୍ରୁତି କାର୍ଯ୍ୟକାରୀ କଲେନି ସରକାର

ଭୁବନେଶ୍ବର: ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଲା ନାହିଁ। ପ୍ରତିଶ୍ରୁତି ପୂରଣ ନହେବା ପ୍ରତିବାଦରେ ଓଷ୍ଟା ଶିକ୍ଷକମାନେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବ ଯୋଜନା ଅନୁସାରେ ହଜାର ହଜାର ଶିକ୍ଷକ ଏକତ୍ର ହୋଇ ରାଜଧାନୀ ଲୋୟର ପିଏମଜିରେ ବିଶାଳ ସମାବେଶ କରିଛନ୍ତି।…

ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି: ଟାଇମ୍ସ ନାଓ ସର୍ଭେ

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକିଥିବାବେଳେ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବେଶ୍ ଶୀର୍ଷରେ ରହିଛି । ଆଉ ନବୀନ ପଟ୍ଟନାୟକଙ୍କ ବିଜେଡିକୁ କଡ଼ା ଟକ୍କର ଦେଇ ବିଜେପି ରାଜ୍ୟର ୨୧ରୁ ୧୧ଟି ଲୋକସଭା ସିଟକୁ ଛଡ଼ାଇ ନେବ…

ଓଡିଶା ପାଇଁ କ’ଣ କରିଛନ୍ତି ରାହୁଲ ଗାନ୍ଧୀ ବା କଂଗ୍ରେସ ଦଳ? : ନାଉରୀ ନାୟକ

ଭୁବନେଶ୍ୱର: ଓଡିଶାରେ ବିଜେଡି ଓ କଂଗ୍ରେସ ଭିତରେ ଅନେକ ଭିତିରି ବୁଝାମଣା ରହିଛି । ବିଧାନସଭା ଭିତରେ ଓ ବାହରେ କଂଗ୍ରେସ ବିଜେଡିକୁ ସହଯୋଗ କରିଆସୁଛି । ଏପରିକି ପରୋକ୍ଷ ଭାବେ ଓଡ଼ିଶାରେ କଂଗ୍ରେସ-ବିଜେଡି ମିଳିମିଶି ସରକାର ଚଳାଉଛନ୍ତି । ବାସ୍ତବରେ…

ବିଧାନସଭାରେ ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିରୋଧୀ

ଭୁବନେଶ୍ୱର: ସାମ୍ନାକୁ ଆସିଛି ଏକ ବଡ ଖବର। ବାଚସ୍ପତିଙ୍କ ମାଇକ ଭାଙ୍ଗିଛନ୍ତି ବିରୋଧୀ ଦଳ ନେତା ନାଉରୀ ନାଏକ। ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଏହି ଭଳି ଘଟଣା ଘଟିଛି। ଖାଲି ଏତିକି ନୁହଁ ପୋଡ଼ିୟମ ଚଢ଼ି ମାଇକ ଭାଙ୍ଗିଛନ୍ତି ବିଜେପି…

ଓଡ଼ିଶାରେ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୧ଟା ୩୦ ଯାଏ…

ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଅଦାଲତି ଛାଟ

ଭୁବନେଶ୍ୱର: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା। ଏହି ଯୋଜନାରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପ୍ରକଳ୍ପ ଚୟନରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ…