Month: January 2024

ଅନୁତାପ ନା ଭୋଟ ଭୟ!

ବର୍ଷିୟାନ ଏବଂ ଅଭିଜ୍ଞ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନିଷ୍ପତ୍ତି ତତ୍କାଳ ଲାଗୁ ହୋଇଛି । ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି…

ନୂଆ ବର୍ଷରେ ରେକର୍ଡ଼ ଶ୍ରଦ୍ଧାଳୁ; ଶ୍ରୀକ୍ଷେତ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ

ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୪ ନୂଆବର୍ଷର ଆରମ୍ଭ କରିଛନ୍ତି। ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶିଷ ଲାଭ ସହିତ ଆସନ୍ତା ଜାନୁଆରୀ…

‘ମେଟ୍ରୋ ପ୍ରକଳ୍ପ’ – ବିଜେଡିର ନିର୍ବାଚନୀ ଥୋପ: ଦିଲୀପ ମଲ୍ଲିକ

ଭୁବନେଶ୍ୱର: ରାଜ୍ୟ ସରକାର ଓ ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ ବୁଝାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିକାଶ ନୁହେଁ ଭୁବନେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୋଲାପୀ ଚିତ୍ର ଓ ନିର୍ବାଚନ…

ସୂର୍ଯ୍ୟ ନମସ୍କାରରେ ଗିନିଜ୍‌ ରେକର୍ଡ

ଗୁଜୁରାଟ: ଆଜି ଇଂରାଜୀ ନବବର୍ଷ ଉପଲକ୍ଷେ ଗୁଜୁରାଟ ମୋଧିରା ସ୍ଥିତ ସୂର୍ଯ୍ୟ ମନ୍ଦିରଠାରେ ଏକ ସହ ୪ ହଜାର ବ୍ୟକ୍ତି ୧୦୮ଟି ସ୍ଥାନରେ ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟ ନମସ୍କାର। ବିଶାଳ ବୃହତ ଏବଂ ରମ୍ୟ ପରିବେଶରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରାଯାଇଛି।…

ଅପରିପକ୍ୱ ବିଜେଡି ସରକାର ଆଦିବାସୀ ବିରୋଧୀ : ବଳଭଦ୍ର ମାଝୀ

ଭୁବନେଶ୍ୱର: ଗତ ୨୧ଡିସେମ୍ବର ୨୦୨୩ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ମା’ଗୃହରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ମାରି ଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳତା ହରାଇଥିବା ଏକ ଦୁର୍ଭାଗ୍ୟଜନକ । ହତ୍ୟାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ବର୍ତମାନ…

ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀଜଗନ୍ନାଥ ସେନାର ଦାବି

ପୁରୀ: ଶ୍ରୀମନ୍ଦିର ୪ ଦୁଆର ଖୋଲିବା ପ୍ରସଙ୍ଗକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଉଛନ୍ତି ଶ୍ରୀ ଜଗନ୍ନାଥ ସେନା। ଜଗନ୍ନାଥ ସେନା ପକ୍ଷରୁ ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପରି ନେଇଛି ଯେ ରତ୍ନଭଣ୍ଡାରର କେବଳ ଲେଜର ସ୍କାନିଂ ହେବ।…

ସମ୍ବଲପୁର ବୋରଓ୍ବେଲ ଟ୍ରାଜେଡି: କୁନି ଝିଅର ପାଳନ ହେଲା ଏକୋଇଶିଆ

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବୋରୱେଲରୁ ଉଦ୍ଧାର ନବଜାତର ଏକୋଇଶିଆ କରାଗଲା ପାଳନ। ଭିମସାରରେ ମେଡିକାଲ କର୍ତ୍ତୃପକ୍ଷ ଏକୋଇଶିଆ ପାଳନ କଲେ। ଏକୋଇଶିଆରେ ମେଡିକାଲ ଟିମ୍ ସାମିଲ ହୋଇ…

କୋଭିଡ ଅପଡେଟ୍: ରାଜ୍ୟରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା। ତେବେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ…

ହାଇଟେକ୍‌ ହସ୍‌ପିଟାଲ୍ ଘଟଣା; ବିସ୍ଫୋରଣରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ସ୍ୱାମୀ ପଛେ ଚାଲିଗଲେ ସ୍ତ୍ରୀ । ସ୍ବାମୀଙ୍କ ମୃତ୍ୟୁ ପରେ ଦୁନିଆ ଛାଡି ଯିବାର ନିଷ୍ପତ୍ତି ନେଲେ ସ୍ତ୍ରୀ । ନିକଟରେ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍‌ପିଟାଲରେ ବିସ୍ଫୋରଣ ଘଟଣା ପ୍ରାଣ ହରାଇଥିଲେ ଦିଲ୍ଲୀପ ସାମନ୍ତରାୟ, ଏବେ ତାଙ୍କ ପତ୍ନୀ…

ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ଭେଟି; ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବହୁଦିନର ସ୍ୱପ୍ନ ସାକାର ହେବ । ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ…