କାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ହେବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ଆସନ୍ତାକାଲି ସକାଳ ସାଢେ ୯ ଟାରେ ପୁନର୍ବାର ରଥ ଟଣା ଯିବ। ପହଣ୍ଡି ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଥିଲା । ମହାପ୍ରଭୁଙ୍କ ଇଚ୍ଛା ଥିବାରୁ ଗୁମୁଟ ପାଖରେ ପାଖାପାଖି ୪୫ ମିନିଟ୍ ଅଟକି ରହିଲେ ମହାପ୍ରଭୁ ଜଗନ୍ନାଥ। ଯେଉଁଥି ପାଇଁ ପହଣ୍ଡି ଶେଷ ହେବାରେ ବିଳମ୍ବ ହୋଇଛି । Post navigation Chariot Pulling stops for the Day; No Chariots reach Gundicha Temple, to resume Tomorrow