Tag: Adapa Bije ritual

Adapa Bije Ritual: ଆସନ୍ତା କାଲି ହେବ ନାହିଁ ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ହେବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ଆସନ୍ତାକାଲି ସକାଳ ସାଢେ ୯ ଟାରେ ପୁନର୍ବାର ରଥ ଟଣା ଯିବ। ପହଣ୍ଡି…