Tag: Kendrapara

Sand Mafia Attack: ରାଜନଗର ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ରାଜନଗର ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ବାଲି ଚୋରା ଚାଲାଣ ବେଳେ ଚଢ଼ଉ କରିବାକୁ ଯାଇଥିବାବେଳେ ରାଜନଗର ଅତିରିକ୍ତ ତହସିଲଦାର ଆକ୍ରମଣର ଶିକାର ହୋଇଛନ୍ତି । ଏହାପରେ ସମ୍ପୃକ୍ତ ବାଲି ମାଫିଆଙ୍କୁ ପୋଲିସ ଗିରଫ କରିଛି ।

Chameli Ojha Controversy: ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା; ଆଉ ଜଣେ ଗିରଫ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ତିଖିରି ସରପଞ୍ଚ ଚମେଲି ଓଝାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଆଉ ଜଣେ ଗିରଫ। ହିମାଂଶୁ ପ୍ରଧାନ ନାମକ ଯୁବକଙ୍କୁ ଗିରଫ କଲା ମହାକାଳପଡ଼ା ଥାନା ପୋଲିସ । ଚାମେଲି ଅଭିଯୋଗ କରିଥିବା ୭ ଜଣଙ୍କ…

Pattamudai Third-Degree Row: ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲା; SI ଓ ASI ସସ୍‌ପେଣ୍ଡ

ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଥାନାର SI ଓ ASI ସସ୍‌ପେଣ୍ଡ । ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଅବକାରୀ କମିଶନର କଡ଼ା ପଦକ୍ଷେପ ନେଇଛନ୍ତି। SI…

Kendrapara Collector’s Office Death Case: କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡ଼ା ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକଙ୍କ ରହସ୍ୟମୟ ମୃତଦେହ ମିଳିବା ପରେ ସେଠାରେ କାର୍ଯ୍ୟାଳୟକୁ ଶୁଦ୍ଧିକରଣ କରାଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟରୁ ଚନ୍ଦନ ଦାସଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାରିଆଡ଼େ ଏହାକୁ ନେଇ ଚିନ୍ତା ସୃଷ୍ଟି କରିଛି ।…

Youth Suicide Inside Collector’s Office: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର ।ଯୁବକ ଜଣକ କଲେକ୍ଟରେଟ୍ କୋଠାର ପ୍ରଥମ ମହଲାକୁ ଯାଇଥିବା ସିଡ଼ି ପାଖରେ ଏକ ଷ୍ଟିଲ୍ ରେଲିଂରେ ଏକ ଗାମୁଛା ବାନ୍ଧି ଝୁଲି ପଡ଼ିଛନ୍ତି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

Firecracker Explosion In Kendrapara: ମାର୍ଶାଘାଇ ଥାନା ଓସ୍ତର ଗାଁରେ ବାଣ ବିସ୍ଫୋରଣ; ବୃଦ୍ଧା ଗୁରୁତର

କେନ୍ଦ୍ରାପଡ଼ାର ମାର୍ଶାଘାଇ ଥାନା ଓସ୍ତର ଗାଁରେ ବାଣ ବିସ୍ଫୋରଣ । ବେଆଇନ ଭାବେ ବାଣ ଗଚ୍ଛିତ ରଖିଥିବା ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୨ ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି ।…

Youth Missing After Assault: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା; ଏସ୍‌ପି ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମହାଦେଇପାଟଣା ଗାଁର ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ ପରେ ଆଜି ଗାଁରେ ପହଞ୍ଚି ଏସ୍‌ପି ଓ ସାଇଣ୍ଟିଫିକ୍ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ଅପହରଣର ୫ ଦିନ ପରେ ମଧ୍ୟ ଯୁବକଙ୍କ…

Custodial Assault in Kendrapara: ଥାନାରେ ମାଆ ଓ ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା; ନିଲମ୍ବିତ ଆଇଆଇସି ନାଁରେ ମାମଲା ରୁଜୁ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ଥାନାରେ ମାଆ ଓ ପୁଅଙ୍କୁ ଥାର୍ଡ ଡିଗ୍ରୀ ଦେବା ଘଟଣାରେ ବଢ଼ିଲା ସନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ। ତାଳଚୁଆ ଥାନାର ନିଲମ୍ୱିତ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତ ୨୫ ତାରିଖରେ ଥାନା ଭିତରେ…

Talchua Marine PS IIC Suspended: ପାଇଖାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା; ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସସପେଣ୍ଡ୍

ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ପାଇଖାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ କେନ୍ଦ୍ରାପଡ଼ାର ତାଳଚୁଆ ମେରାଇନ୍ ଥାନାର…

Vigilance Raid: ଭିଜିଲାନ୍ସ ଜାଲରେ କେରଡ଼ାଗଡ଼ ଆରଆଇ

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଜନଗର ତହସିଲ୍ ଅଫିସ୍ ଆଗରୁ ଧରିଲା ଭିଜିଲାନ୍ସ । ପଟ୍ଟା ସଂଶୋଧନ ପାଇଁ ୧୦…