ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଥାନାର SI ଓ ASI ସସ୍ପେଣ୍ଡ । ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଅବକାରୀ କମିଶନର କଡ଼ା ପଦକ୍ଷେପ ନେଇଛନ୍ତି। SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକଙ୍କୁ ସସ୍ପେଣ୍ଡ କଲେ ଅବକାରୀ କମିଶନର । Post navigation Bhubaneswar sizzles at ‘Feels Like’ 51°C CMO Missing File Row: ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଗାଏବ ଘଟଣାକୁ ନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲା ବିଜେପି