ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଆର୍‌ଆଇ । ଡେରାବିଶ କାଉପଡ଼ା ଆର୍‌ଆଇ ସାଇଦର୍ଶିନୀ ଲେଙ୍କା ଧରାପଡ଼ିଲେ । ମ୍ୟୁଟେସନ୍ ପାଇଁ ୫୫୦୦ ଲାଞ୍ଚ ନେବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର କାଉପଡ଼ା ସର୍କଲରେ କାର୍ଯ୍ୟରତ ଆର୍‌ଆଇ ସାଇଦର୍ଶିନୀ ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *