ତାଜା ଖବର ରାଜ୍ୟ Vigilance Raid at Naugaon SRA’s House: ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘରେ ଭିଜିଲାନ୍ସ; ୬ଟି ସ୍ଥାନରେ ଚାଲିଛି ଚଢ଼ଉ August 24, 2026 Papirani ଜଗତସିଂହପୁର ଜିଲ୍ଲା ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଏକାକାଳୀନ ୬ଟି ସ୍ଥାନରେ ଏହି ରେଡ୍ ଜାରି ରହିଛି। ୬ଟି ସ୍ଥାନଗୁଡ଼ିକ…
ତାଜା ଖବର ରାଜ୍ୟ Capital Hospital Doctor Nabbed by Vigilance: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର August 17, 2026 Papirani ରାଜଧାନୀ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଡାକ୍ତର ସତ୍ୟଜିତ ବେହେରା। ଏକ NGO କର୍ମଚାରୀଙ୍କ ଦରମା ବିଲ୍ ପାଇଁ ଆବଶ୍ୟକ ୱାର୍କ…
ତାଜା ଖବର ରାଜ୍ୟ Vigilance Nabs Panchayat Data Entry Operator: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର August 7, 2026 Papirani ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର । ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ନୟାଗଡ଼ ଭିଜିଲାନ୍ସ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ବୋନସ ଏବଂ ମନରେଗା (MGNREGS) ବାକି ଅର୍ଥ ମଞ୍ଜୁର କରାଇଦେବା ନାଁରେ ଲାଞ୍ଚ…
ତାଜା ଖବର ରାଜ୍ୟ Vigilance Nabs RTO Officers: ଭିଜିଲାନ୍ସ ଜାଲରେ ରାଉରକେଲା ଆରଟିଓର ୨ କର୍ମଚାରୀ August 5, 2026 Papirani ଭିଜିଲାନ୍ସ ଜାଲରେ ରାଉରକେଲା ଆରଟିଓର ୨ କର୍ମଚାରୀ । ୨୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କିରାଣୀ ନିରଞ୍ଜନ ଷଣ୍ଢ ଏବଂ IT ଏକ୍ଜିକ୍ୟୁଟିଭ୍ ଧର୍ମେନ୍ଦ୍ର ବେହେରା । ନିଲାମ ହୋଇଥିବା ଦୁଇଟି ଟ୍ରକର ଫ୍ରେସ୍…
ତାଜା ଖବର ରାଜ୍ୟ RI Trapped in Vigilance Net: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଆର୍ଆଇ July 24, 2026 Papirani ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଆର୍ଆଇ । ଡେରାବିଶ କାଉପଡ଼ା ଆର୍ଆଇ ସାଇଦର୍ଶିନୀ ଲେଙ୍କା ଧରାପଡ଼ିଲେ । ମ୍ୟୁଟେସନ୍ ପାଇଁ ୫୫୦୦ ଲାଞ୍ଚ ନେବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର କାଉପଡ଼ା ସର୍କଲରେ କାର୍ଯ୍ୟରତ ଆର୍ଆଇ ସାଇଦର୍ଶିନୀ ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ…
ତାଜା ଖବର ରାଜ୍ୟ Odisha Vigilance Nabs RI: ଭିଜିଲାନ୍ସ ଜାଲରେ କୁଆଁରମୁଣ୍ଡା କୋଲସିହିରିଆ RI July 21, 2026 Papirani ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଆର୍ଆଇ । ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କୁଆଁରମୁଣ୍ଡା କୋଲସିହିରିଆ ଆର୍ଆଇ ଅନୀତା ଜେନା । ଜଣେ ଆବେଦନକାରୀଙ୍କ ପୈତୃକ ଜମିର ଡିମାର୍କେସନ୍ ରିପୋର୍ଟ ପ୍ରଦାନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ…
ତାଜା ଖବର ରାଜ୍ୟ Vigilance Nabs Gunupur RI: ଭିଜିଲାନ୍ସ ଜାଲରେ ସିରିଝୁଲି ଆରଆଇ July 15, 2026 Papirani ଭିଜିଲାନ୍ସ ଜାଲରେ ସିରିଝୁଲି ଆରଆଇ ସୁଶାନ୍ତ ମଲ୍ଲିକ । ଜମି ପଟ୍ଟା ପ୍ରଦାନ ମାମଲାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲର ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ; ଅଭିଯୋଗକାରୀ ଏକ…
ତାଜା ଖବର ରାଜ୍ୟ OCC Executive Engineer under Vigilance Scanner: ଭିଜିଲାନ୍ସ ଜାଲରେ ଆଇଟିଡିଏ ପୂର୍ବତନ ସହକାରୀ ଯନ୍ତ୍ରୀ July 13, 2026 Papirani ଭିଜିଲାନ୍ସ ଜାଲରେ କୋରାପୁଟର ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଭୁବନେଶ୍ୱରର ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଆଇଟିଡିଏ (ITDA)ର ପୂର୍ବତନ ସହକାରୀ ଯନ୍ତ୍ରୀ ସଞ୍ଜୟ କିସପେଟାଙ୍କ…
ତାଜା ଖବର ରାଜ୍ୟ Vigilance Raids Kendrapada Forest Ranger’s properties: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ବନାଞ୍ଚଳ ବନ ଅଧିକାରୀ July 8, 2026 Papirani କେନ୍ଦ୍ରାପଡ଼ା ବନାଞ୍ଚଳ ବନ ଅଧିକାରୀ ରବିନ୍ଦ୍ର ନାୟକଙ୍କ ଘରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା ଏବଂ କଟକର ଏକାଧିକ ସ୍ଥାନରେ ଚଢ଼ଉ…
ତାଜା ଖବର ରାଜ୍ୟ LED Streetlight Scam: ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନରେ ବଡ଼ ଦୁର୍ନୀତି; ୩ ଜିଲ୍ଲାରେ ବଡ଼ ଧରଣର ରେଡ୍ June 24, 2026 Papirani ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳର ଆଲୋକୀକରଣ ପାଇଁ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅଧୀନରେ ଗାଁ ଗାଁରେ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଓ ସରକାରୀ ଅର୍ଥ ହଡ଼ପ ହୋଇଥିବା…