ଭିଜିଲାନ୍ସ ଜାଲରେ ରାଉରକେଲା ଆରଟିଓର ୨ କର୍ମଚାରୀ । ୨୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କିରାଣୀ ନିରଞ୍ଜନ ଷଣ୍ଢ ଏବଂ IT ଏକ୍‌ଜିକ୍ୟୁଟିଭ୍ ଧର୍ମେନ୍ଦ୍ର ବେହେରା । ନିଲାମ ହୋଇଥିବା ଦୁଇଟି ଟ୍ରକର ଫ୍ରେସ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (FRC) ପ୍ରଦାନ କରିବା ବାବଦକୁ ୨୬,୦୦୦ ଟଙ୍କା ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଆଜି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ର ଦୁଇ ଜଣ କର୍ମଚାରୀଙ୍କୁ ଧରିଛି ।

Leave a Reply

Your email address will not be published. Required fields are marked *