ରାଜଧାନୀ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଡାକ୍ତର ସତ୍ୟଜିତ ବେହେରା। ଏକ NGO କର୍ମଚାରୀଙ୍କ ଦରମା ବିଲ୍ ପାଇଁ ଆବଶ୍ୟକ ୱାର୍କ ସାର୍ଟିଫିକେଟ୍ରେ ଦସ୍ତଖତ କରିବା ବାବଦକୁ ଡାକ୍ତର ସତ୍ୟଜିତ ବେହେରା ଲାଞ୍ଚ ଦାବି କରିଥିଲେ। Post navigation Jajpur Flood Crisis: ଯାଜପୁରରେ ବନ୍ୟା ପରିସ୍ଥିତି ସଙ୍ଗୀନ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Odisha Floods: ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ତ୍ୱରିତ ପଦକ୍ଷେପ