Kharif Paddy Procurement in Subarnapur to Begin on December 11

ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଡିସେମ୍ବର ୧୧ ତାରିଖରୁ ଏବଂ ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ଡିସେମ୍ବର ୧୪ ତାରିଖରୁ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ।  ଏନେଇ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି (District Level Procurement Committee-DLPC) ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ଚଳିତ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସ୍ୱଚ୍ଛ କରିବା ସହ ଚାଷୀମାନେ ଯେପରି ସେମାନଙ୍କ ଉତ୍ପାଦିତ ଧାନର ଉଚିତ ମୂଲ୍ୟ ପାଇପାରିବେ, ସେନେଇ ଆଲୋଚନା ହୋଇଥିଲା । ଧାନ ସଂଗ୍ରହ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ମଣ୍ଡି ପରିଚାଳନା ଓ ଚାଷୀଙ୍କ ସୁବିଧା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

 

By Nirvay

Leave a Reply

Your email address will not be published. Required fields are marked *