କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ଥାନାରେ ମାଆ ଓ ପୁଅଙ୍କୁ ଥାର୍ଡ ଡିଗ୍ରୀ ଦେବା ଘଟଣାରେ ବଢ଼ିଲା ସନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ। ତାଳଚୁଆ ଥାନାର ନିଲମ୍ୱିତ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତ ୨୫ ତାରିଖରେ ଥାନା ଭିତରେ ଅଭିଯୋଗ ପାଇଁ ଯାଇଥିବା ମାଆପୁଅଙ୍କୁ ମାଡ଼ ମାରିଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହାପରେ ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ୱିତ ହୋଇଛନ୍ତି ଆଇଆଇସି । Post navigation President Murmu to visit Rairangpur on June 19, PM Modi on June 20 Soumya Murder Case: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆଉ ଜଣକୁ ଗିରଫ